୧୯୪୭ ମସିହା ଅକ୍ଟୋବର ୨୬ ଦିଲ୍ଲୀ ରେ ଘନ ଘନ ମିଟିଂ ଚାଲିଲା ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହେରୁ ଓ ସେନା ଉଚ୍ଚ ପଦସ୍ତ୍ ଅଫିସର ମାନଂକ ସହିତ, ସେପଟୁ ମାଡ଼ି ଅସୁଚନ୍ତି ପାକିସ୍ତାନ ଆତଙ୍କବାଦି ସେମାନେ କବଜ୍ଜା କରିବେ ଶ୍ରୀନଗର ମିଟିଂ ରେ ନିଷ୍ପତି ହେଲା ଏକ ମାତ୍ର ଦୁର୍ଦ୍ଦଶ ପାଇଲଟ୍ ହେଉଛନ୍ତି ବିଜୁ ପଟନାୟକ ସେ ଯିବେ ଅପରେସନ ରେ ଯେହେତୁ ସେ ସାହସୀ ,

ଟଲ ମ୍ୟାନ ବି ତୁରନ୍ତ ପଗଡ଼ି ବାନ୍ଧିଲେ ଆତଙ୍କୀ ମାନଙ୍କୁ ନିପାତ କରିବେ
ତା ପରଦିନ ଅକ୍ଟୋବର ୨୭ ତାରିଖ ସକାଳୁ ସକାଳୁ ବାହାରିଲେ ଶିଖ ରେଜୀମେଣ୍ଟ ର କିଛି ଲଢ଼ୁଆ ସାହସୀ ସନ୍ୟ କୁ ନେଇ
ବିମାନ ରେ ବାହାରିଲେ ୧୭ ଜଣ ଯୋଦ୍ଧା ସାଙ୍ଗରେ ଥିଲେ ଦୁର୍ଦ୍ଦଶ ପାଇଲଟ ଟଲ ମ୍ୟାନ ବିଜୁବାବୁ କାରଣ କାଶ୍ମୀର ବଞ୍ଚାଇବା ଥିଲା ମୂଖ୍ୟ କାମ
ସେପଟୁ ଲାହୋର ରୁ ବାହାରିଲେ ବଛା ବଛା ପାକିସ୍ତାନୀ ପାଇଲଟ ନିଜ ନିଜ ସେନା ଜାହଜ ଧରି ସେମାନେ ବି କାଶ୍ମୀର କୁ ଭାରତରୁ ଛଡ଼ାଇ ନେବେ ଆତଙ୍କି ମାନଙ୍କୁ ଜଙ୍ଗଲ ପାହାଡ ଅତିକ୍ରମ କରେଇଲେ
ପ୍ରଧାନମନ୍ତ୍ରୀ ନେହେରୁ ଙ୍କ ନିର୍ଦ୍ଦେଶ ଥିଲା (do or die) କର କିମ୍ବା ସହିଦ ହେଇଯାଅ

ସଖାଳ ୭ଟା ବିଜୁ ବବୁ ଙ୍କ ଡାକୋଟା ଦିଲ୍ଲୀ ରୁ ବାହାରିଲା କାଶ୍ମୀର ଏକ ଘଣ୍ଟା ରେ କାଶ୍ମୀର ଆକାଶ ଛୁଇଁଲା କାଚ ଝରକା ବାଟେ ଚାରିଆଡେ ଆଖିବୁଲେଉ ଥିଲେ ସେନା ମାନେ ନିଜ ନିଜ ଦୂର ବିକ୍ଷଣ ଯନ୍ତ୍ର ବାଇନ କୁଳର ରେ
ଘଞ୍ଚ ଜଙ୍ଗଲ ଭିତରେ ଥିବା ପାହାଡ କୁ ଚାହିଁଲେ କିଛି ସ୍ଥାନୀୟ ଲୋକଙ୍କ ଯିବା ଆସିବା ଦେଖିପାରୁଥିଲେ ସନ୍ୟ ମାନେ ଜାଣିଲେ ଏମାନେ ପାକିସ୍ତାନ ସେନା ଲୋକ ନୁହନ୍ତି
ବିଜୁ ବାବୁ ଙ୍କ ନିର୍ଦ୍ଦେଶ ଥାଏ ଆଖିବୁଜି ଗୁଳି କରିବ ଯଦି କିଏ ଆମକୁ ଫୟାରିଁ କରେ ତେଣିକି ଯାହା ହେଉ ପଛେ
ଦିନ ଆଠ ଟା ଡାକୋଟା ବିମାନ କାଶ୍ମୀର ବିମାନ ବନ୍ଦର ରେ ଓଲେଇଲା ପୁର୍ବରୁ କିଛି ଭାରତିୟ ସ୍ଥଳ ସେନା ବି ସେଠି ଥିଲେ ତା ପରେ ଆରମ୍ଭ ହେଲା ଦିଲ୍ଲୀ ରୁ ସେନା ବିମାନ ଯିବା ଆସିବା
ପ୍ରାୟ ତ ଏକ ମାସ ଭିତରେ କାଶ୍ମୀର ର ଶ୍ରୀନଗର କୁ ନିଜ ଅକ୍ତିଆର କୁ ନିଆ ଗଲା
ଏହା ଶୁଣିଲେ ଲାଗେ ଯେମିତି ଏକ ହଲିଉଡ୍ ଫିଲ୍ମ ଭଳି












Leave a Reply