କଟକ:୫୬ ନମ୍ବର ୱାର୍ଡ ର ପୂର୍ବତନ ବିଜେଡ଼ି ସଭାପତି ଙ୍କ ବିୟୋଗରେ ଶୋକସଭା ଓ
କ୍ୟଣ୍ଡଲ ଶୋଭାଯାତ୍ରା
କଟକ ସଦର ୫୬ ନଂ ୱାର୍ଡ ର ପୂର୍ବତନ ବିଜେଡ଼ି ସଭାପତି ଶ୍ରୀ ଅଜିତ କୁମାର ପଟନାୟକ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ପାନଗଡ଼ା ଛକ ସ୍ତିତ ନନ୍ଦିଆ ମନ୍ଦୀର କାଜିପାଟନା ଠାରୁ ଉତ୍ତମାପୂର୍ ଦୁଲାଦେଇ ମନ୍ଦୀର ପର୍ୟ୍ୟନ୍ତ ଏକ ବିରାଟ କ୍ୟଣ୍ଡଲ ଶୋଭାଯାତ୍ରାକରାଯାଇଥିଲା

ଉକ୍ତ କାର୍ଯ୍ୟକ୍ରମ ରେ ଶହ ଶହ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ଥିଲେ
ସ୍ବର୍ଗତ ଶ୍ରୀ ଅଜିତ ପଟନାୟକ (କୁନିଆ ଭାଇ) ଜଣେ ବିଜେଡି ର ଆଗ ଧାଡ଼ିର ନେତା ହେବା ସହିତ ମିଷ୍ଟଭାଷୀ ପରୋପକାରୀ ଭାବେ ଜଣାଶୁଣା,୬୫ ବର୍ଷ ବୟସରେ ବି ଦିନ ରାତି ଦଳୀୟ କାର୍ଯକ୍ରମ ରେ ଦୀର୍ଘ୍ ୪୦ ବର୍ଷ ହେବ ଲଗିପଡ଼ି ସ୍ଥାନୀୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ, ତାଙ୍କ ବାପା ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ନିକଟ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ
ଉକ୍ତ କାର୍ଯ୍ୟକ୍ରମ କୁ ୫୬ ନଂ ୱାର୍ଡର ପୂର୍ବତନ କର୍ପୋରେଟର ସଂଜୟ କୁମାର ବରାଳଙ୍କ ତତ୍ତ୍ଵାବଧାନରେ ସମାପନ କରାଯାଇଥିଲା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ବିଭୂତି ଭୂଷଣ ମହାନ୍ତି ପ୍ରେସିଡେଣ୍ଟ ବିଜେଡି କଟକ ସଦର ପ୍ରମୋଦ ମହାପାତ୍ର ପୁର୍ବତନ ପ୍ରେସିଡେଣ୍ଟ ସଦର ଓ ପ୍ରଦୋଷ ପଟ୍ଟନାୟକ ଅଜିତ ସ୍ୱାଇଁ ସଂଜୟ ବେହେରା କ୍ଷୀରୋଦ ସ୍ୱାଇଁ କମଳାକାନ୍ତ ଦାସ ସୁନୀଲ ଦାସ ଗୌତମ ବାରିକ ଅଜିତ ଜେନା ହରିଚରନ୍ ପରିଜା ସତ୍ୟଜିତ ଦାସ ଆଦିତ୍ୟ ଦାସ ମାର୍କଣ୍ଡ ସାମଲ ଉଦୟ ବେହେରା ଫଗୁ ସାମଲ ଗରୀବ ସାମଲ ଚନ୍ଦନ ଭୋଇ ଲିଟୁ ଭୋଇ ବିଜେଡି କର୍ମୀ ମାନେ ଯୋଗ ଦେଇ ଥିଲେ,,, କାର୍ଯ୍ୟକ୍ରମ କୁ ଉତ୍ତମାପୂର ଯୁବକ ସଂଘ ଓ ପୁର୍ବତନ କର୍ପୋରେଟର ସଂଜୟ ବରାଳ ଙ୍କ ମିଳିତ ସହଯୋଗ ରେ ସମାପନ କରାଯାଇ ଥିଲା











Leave a Reply