ଆଜି କଟକ ସିଡିଏ ସେକ୍ଟର 7ସ୍ଥିତ ବାଙ୍ଗୀୟ ସରସ୍ବତୀ ସଙ୍ଘ ତରଫରୁ ଗଭମେଣ୍ଟ ଇୟୁପି ସ୍କୁଲ ଫିଲଡ଼ ନିକଟରେ ସକାଳ 9ଘଣ୍ଟି କା ଠାରୁ 4, ଘଣ୍ଟିକା ପର୍ଯ୍ୟନ୍ତ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି.ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବରେ କଟକ ମୁନିସିପାଲିଟି ମାନ୍ୟବର ମେୟର ସୁବାସ ଚନ୍ଦ୍ର ସିଂ ସ୍ଥାନୀୟ କର୍ପୋରେଟର ପ୍ରିମାଂଶୁ ବେହେରା., ଙ୍କ ସମେତ ସଙ୍ଘ ର ସଭାପତି ଆଡ଼ ଭୋକେଟ sjk. କୋୖସ୍ତବ ଚୌଦୂରୀ, ଭାଇସ ପ୍ରେସିଡେଣ୍ଟ ଡେଣ୍ଟ ନବ କୁମାର ସାମନ୍ତ, ସେ୍ରେଟେରୀ ରାଜେନ୍ଦ୍ର ପଲ, ଜଏଣ୍ଟ ସେକକ୍ରେଟାରୀ ବିଷ୍ନୁପଦ ଜେନା, ଟ୍ରେଜେରର sjk ନବ କୁମାର ସ ଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଯୁବ କ ଯୁବତୀ ସରସ୍ବତୀ ସଙ୍ଘ ର ଉପସ୍ଥିତ ରହି ଉକ୍ତ ରକ୍ତ ଦାନ ସିବି ରକୁ ସାଫଲ୍ୟ କରାଇଥଲେ.ପ୍ରକାଶ ଥାଉକି ଦୀର୍ଘ 15ବର୍ଷ ରୁ ଉର୍ଦ୍ଧ ଏହି ବାଙ୍ଗୀୟ ସରସ୍ବତୀ ସଙ୍ଗ ଏଠାରେ ସରସ୍ବତୀ ପୂଜା କରି ଆସୁଛନ୍ତି. କିନ୍ତୁ ବିଗତ ଦୁଇ ବର୍ଷ ହେବ ଏଭଳି ନିଆରା ରକ୍ତ ଦାନ ପ୍ରୟାସ କରି ପାଖା ପାଖି ଶହେ ଇୟୁନିଟ ରକ୍ତ ଦାନ କରାଇ ଏକ ମହତ ସେବା କୁ କଟକ ସହର ବାସୀଙ୍କ ପାଇଁ ହୃଦୟର ସ୍ପର୍ଶୀ ହୋଇପାରିଛନ୍ତି.











Leave a Reply