ଆଜି କଟକ ସେକବଜାର ସ୍ଥିତ ଉର୍ଦୁ ପ୍ରାରମ୍ଭିକ ଶିକ୍ଷକ ସଂସ୍ଥା ଆନୁକୂଲ୍ୟରେ ସୁପ୍ରତିଭା ଙ୍କ ଦ୍ୱାରା ଭାରତ ର ସ୍ୱାଧୀନତା ସମୟରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ଙ୍କ କିଭଳି ଭୂମିକା ଆଊ ବଳିଦାନ ଦେଇ ଜୀବନ କୁ ତଳ ତିଳ କରି ଉତ୍ସର୍ଗ କରି ଦେଶ କୁ ସ୍ୱାଧୀନତା ଦେଇଥିଲେ. ଯାହାର ପୁଙ୍ଖାନୁ ପୁଙ୍ଖ ଏକ ନିଆରା ବିଲରଳ ତର୍କ ପ୍ରତିଯୋଗିତା ହୋଇଯାଇଛି.
କଟକ ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)
ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଭୁତ ପୂର୍ବ ଦେଶର ସେବା ସ୍ୱାଧୀନତା ପାଇଁ ବସଳିଦାନ ଦେଇଥିବା ମହାନ ଯୋଦ୍ଧା ମାନଙ୍କ ବିଷୟ ରେ ସେମାନଙ୍କୁ ଏବେ ସେମାଙ୍କର ଗାଥା କୁ ଭୁଲି ଯାଇଥିବା ଦେଶ ବାସୀ ମା ନ ଙ୍କ ସେମାନଙ୍କ ବକ୍ତୃତା ପ୍ରତିଯୋଗିତାରେ ପୁନ. ଜୀବିତ କରିଥିଲେ, ଦେଶର ମହାଶନ ଜନ ନାୟକ କଲାମ ସାହାବ, ଗଫର ଖାଁ ହମିଦ, ଟିପୁସୁଲତାନକଙ୍କ ଗାଥା ଗାଣ କରି ଦେଶ ବାସୀ ଯୁବ ପିଢ଼ି ଙ୍କୁ ସେମାନଙ୍କ ଆଦର୍ଶ କୁ ମାନିବା ପାଇଁ ଦେଶ ପିଢିଙ୍କୁ ଉଦବୋଧନ ଦେଇ ଥିଲେ.
ଏହି ସଭାରେ ମୁଖ୍ୟ ଅତି ଥି ଭାବରେ ଯୋଗ ଦେଇଥିଲେ ଡାକ୍ଟର ପ୍ରଫେସର କଲିମ ଉଲା, ସୁପ୍ରତିଭା ସଂସ୍ଥା ନ ସେକ୍ରେଟାରୀ ଡକ୍ଟ ର ବିକାଶ ମହାପାତ୍ର, ଅନୁଷ୍ଠାନର ଅଧକ୍ଷ ରାଜ କିଶୋର ପଣ୍ଡା, ସଂଯୋଗ କ ଶଶୀକାନ୍ତ ମହାନ୍ତି,ଏବେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଫଜଲ ପର ୱେଜ, ଅଜିମ ଅଖତ ର ଖାନ, ଡକ୍ଟର ସୌଦାମିନୀ ଚୌଦୂରୀଉପସ୍ଥିତ ରହି,ଉକ୍ତ ସଭା କାର୍ଯ୍ୟକ୍ରମ ନିଜ ନିଜର ମାତା ମତ ଦେଇ ସଫଳ କରାଇ ପ୍ରତି ଯୋଗୀ ମାନଂକୁ ସନମାନିତ କରାଇଥିଲେ.











Leave a Reply