ଆପଣ ଆର୍ଥିକ ଭାବେ ସ୍ବାଧୀନ ନହେଲେ ସାମ୍ବାଦିକତାରେ ସ୍ବାଧୀନ ହୋଇପାରିବେ ନାହିଁ। ମୁଁ Republic TV କଲି। 4 ବର୍ଷ ହେଲା ସେୟାର କିଣୁଛି। ଅନ୍ୟମାନେ କମ୍ପାନୀ ବିକୁଛନ୍ତି-ଅର୍ଣ୍ଣବ ଗୋସ୍ୱାମୀ

Spread the love

ଆପଣ ଆର୍ଥିକ ଭାବେ ସ୍ବାଧୀନ ନହେଲେ ସାମ୍ବାଦିକତାରେ ସ୍ବାଧୀନ ହୋଇପାରିବେ ନାହିଁ।

ମୁଁ Republic TV କଲି। 4 ବର୍ଷ ହେଲା ସେୟାର କିଣୁଛି। ଅନ୍ୟମାନେ କମ୍ପାନୀ ବିକୁଛନ୍ତି। ମିଡିଆ କମ୍ପାନୀ କରିବାକୁ ହେଲେ, 3ଟି କଥା ମନେ ରଖିବାକୁ ପଡ଼ିବ।
-ଆର୍ଥିକ ଭାବେ ସ୍ବାଧୀନ ରୁହ
-ଯେତିକି ଆୟ ସେତିକି ଖର୍ଚ୍ଚ କର
-ରାଜ୍ୟ ସରକାରଙ୍କଠାରୁ ଅଧିକ ଓକିଲ ରଖ

ମିଡିଆ ବା ସାମ୍ବାଦିକ ଯାହା ଠିକ୍ ଭାବୁଛନ୍ତି ଲେଖନ୍ତୁ। ଯଦି ବିକ୍ରି ହେବାକୁ ଚାହୁଁଛ ସାମ୍ବାଦିକ ହୁଅ ନାହିଁ’- ଅର୍ଣ୍ଣବ ଗୋସ୍ବାମୀ, ଏମଡି-ମୁଖ୍ୟ ସଂପାଦକ, ରିପବ୍ଲିକ୍ ମିଡିଆ ନେଟଓ୍ବର୍କ
ମୁଁ ଅଗଷ୍ଟ ମାସରେ ‘Republic Global’ ଲଞ୍ଚ୍ କରୁଛି- ଅର୍ଣବ ଗୋସ୍ୱାମୀ

ଏବେ ଅର୍ଣବଙ୍କର ୪ଟି ଟିଭି ଚାନେଲ-Republic TV /Republic Bharat / Republic Bangla / Republic Kannada ରହିଛି।

ରିପବ୍ଲିକ ନେଟୱର୍କ ମୂଲ୍ୟ: ₹୧୨୦୦ କୋଟି
କର୍ମଚାରୀ: ୧୬୦୦
ଅର୍ଣବଙ୍କ ସମ୍ପତ୍ତି: ₹୩୦୦ କୋଟି

Leave a Reply

Your email address will not be published. Required fields are marked *