ବେଲେଟିକ୍ରରି,ସେବା ସମବାୟ ସମିତିଠାରେ ଧାନ ମଣ୍ଡି ଉଦଘାଟନ
ଢେଙ୍କାନାଳ-୧୮l ୧- (ଦର୍ଶନ ସମୀକ୍ଷା)
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବେଲେଟିକ୍ରିରି ସେବା ସମବାୟ ସମିତିଠାରେ ଧାନମଣ୍ଡି ରବିବାର ଦିନ ଉଦ୍ଘାଟିତ ହୋଇଯାଇଛି l ଉଦଘାଟନ ସମୟରେ, ଏୟୁସି.ସି. ବ୍ୟାଙ୍କ ସୁପରଭାଇଜର ଓ ସମବାୟ ସମିତି ସମ୍ପାଦକ,ଦାୟିତ୍ୱରେ ଥିବା. ଶୁନିଲି ପଟ୍ଟନାୟକ, ସ୍ଥାନୀୟ ଚାଷୀ ଓ ପ୍ରତିନିଧି ଉଦଘାଟନ କରିଥିଲେ l ବିଷ୍ଣୁ ଚରଣ ସାହୁ, ବାବାଜୀ ଧୀର, ପ୍ରକାଶ ଚନ୍ଦ୍ର ବେହେରା, ଅଜୟ ମାହାନ୍ତି, ସଭାପତି ସୁନିଲି ସାମଲ ,ବୋର୍ଡ଼ ମେମ୍ବର ଡାଇରେକ୍ଟର, ଅଶୋକ କୁମାର ପରିଡ଼ା ,ବିମଳ ପହଡା ଉପସ୍ଥିତ ଥିଲେ l ଏହି ଧାନ ମଣ୍ଡି ରୁ ମିଲର ଦୁଇ ଗୋଟିଟ୍ରକ ଧାନ ଉଠାଇଛନ୍ତି l












Leave a Reply