ଅଭିରାମ ଫାଉଣ୍ଡେସନ // କଟକ ମାଲଗୋଦାମ ଥାନା ଭରାପ୍ରାତ ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଖଣ୍ଡାୟତ ରାୟ ଦ୍ଵାରା ହାନିକାରକ ଚୀନ ନିର୍ମିତ ମଞ୍ଜା ସୂତାର ମକର ସଂକ୍ରାନ୍ତି ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବାର ସତର୍କ ସଚେତନତା ଅଭିଯାନ

Spread the love

ଅଭିରାମ ଫାଉଣ୍ଡେସନ ତରଫରୁ ବିପଦ ଜନକ ହାନିକାରକ ଚୀନ ନିର୍ମିତ ମଞ୍ଜା ସୂତାର ମକର ସଂକ୍ରାନ୍ତି ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବାର ସତର୍କ ସଚେତନତା ଅଭିଯାନ ଯୋବ୍ରା କଟକ ନିକଟରେ ଅନୁଷ୍ଠିତହୋଇଛି.
କଟକ : ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)

ଆଜି ଜୋବ୍ରା ଆଈ ଲଭ ୟୁ କଟକଠାରେ ଅବିରାମ ଫାଉଣ୍ଡେସନ ତରଫରୁ ଗୁଡ଼ି ଉଡା ଉଦ୍ଦେଶ୍ୟ ରେ ସାବଧନତା ଅବଲମ୍ବନ କରି ଚାଇନା ମାଞ୍ଜା ସୁତାର ବିପଦଜନକ ସତର୍କତା ମୂଳକ ସେଚେତନତା ଅଭିଯାନ କରାଯାଇଥିଲା ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ

କଟକ ମାଲଗୋଦାମ ଥାନା ର ଭରାପ୍ରାତ ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଖଣ୍ଡାୟତ ରାୟ ଏବଂ ଅଭିନେତା ଶ୍ରୀତମ ଦାସ , ଧରମା ନନ୍ଦ ସାହୁ, ଅଶୋକ କୁମାର ମହାନ୍ତି ଶିକ୍ଷୟିତ୍ରୀ ଭବାନୀ ବାରିକ,ପ୍ରକାଶ କୁ ବେଉରା ଅର୍ଚ୍ଚନା ନାୟକ ସୁଭ୍ରା ଭୋମିକ ସେଖ ଅଜାର ,ଦେବେନ୍ଦ୍ର କୁମାରସାହୁ, ଜିତେନ୍ଦ୍ର କୁମାର ଭୂୟାଁ ଅକ୍ଷୟଦାସ ସୁଶାନ୍ତ ପଢ଼ିଆରୀ ,ଆଦିତ୍ୟ ଆଚାର୍ଯ୍ୟ ଇତ୍ୟାଦି ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *