ED ବନାମ ମମତା
କୋଲକାତା ହାଇକୋର୍ଟରେ ED-ମମତା ବିବାଦ ଶୁଣାଣି 14କୁ ଘୁଞ୍ଚିଲା
ଗତକାଲି I-PAC ଅଫିସରେ ED ରେଡକୁ ବିରୋଧ କରିଥିଲେ ମମତା ବାନାର୍ଜୀ
ତଦନ୍ତରେ ବାଧା ଦେଉଥିବାରୁ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିଛି ED
ପୂର୍ବରୁ ଏମିତି 2019ରେ IPS ରାଜୀବ କୁମାରଙ୍କୁ ବଞ୍ଚାଇବାକୁ ସିବିଆଇକୁ ତଡ଼ିଥିଲେ ମମତା ,ରାଜୀବ କୁମାରଙ୍କ ଆଗୁଆ ଜାମିନ ବଳବତ୍ତର ରଖି ସିବିଆଇ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁପ୍ରିମକୋର୍ଟ6 ବର୍ଷ ପରେ ବି ମମତାଙ୍କ ବିରୋଧରେ କେସ୍ ରୁଜୁ ପାଇଁ ସିବିଆଇର ଆବେଦନ ଉପରେ ସୁପ୍ରିମ କୋର୍ଟ କୌଣସି ରାୟ ଦେଇନାହାନ୍ତି!
ରାଜୀବ କୁମାର ଏବେ ପଶ୍ଚିମବଙ୍ଗ ଡିଜିପି
ମମତା ବାନାର୍ଜୀଙ୍କୁ ED ପାଖରେ ହାଜର ହେବା ସମ୍ବନ୍ଧରେ ସଠିକ ତଥ୍ୟ ମିଳିନାହିଁ। ହେଲେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ହୋଇଛି। ତେବେ ସେ ଏପର୍ଯ୍ୟନ୍ତ ED ପାଖରେ ହାଜର ହୋଇନାହାନ୍ତି
ମମତା ବାନାର୍ଜୀ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରେ ମୁସଲମାନଙ୍କୁ ଭାଗ ଭାଗ କରି ରାଜନୀତି କରିବାକୁ ଚାହୁଁଛି। ସେ ବିଜେପିକୁ ଦେଶରୁ ସଫା କରି ଦମ ନେବେ ବୋଲି କହିଛନ୍ତି












Leave a Reply