ଖଲିକୋଟ : ଆଜି ତା – ୦୬/୦୧/୨୦୨୬। ଦର୍ଶନ ସମୀକ୍ଷା
ପ୍ରଥମ ମଙ୍ଗଳବାର (ପ୍ରତିମାସ)ଦିନ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ,ବରିଷ୍ଠ ନାଗରିକ ମଞ୍ଚ ଖଲ୍ଲିକୋଟ ଏବଂ ଏ.ପି.ଯେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ର ଆୟୋଜନ କରା ଯାଇଥିଲା, ଉକ୍ତ ଶିବିର ରେ ମୋଟ – ୧୦ ଜଣଙ୍କ ଆଖିର ପରୀକ୍ଷା କରାଯାଇଥିଲା, ୦୧ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ କୁ ନିଆଗଲା ପରଳ ଅପେରସନ ପାଇଁ l ପ୍ରତି ମାସର ପ୍ରଥମ ମଙ୍ଗଳବାର ଦିନ ଏହି ଶିବିର ଆୟୋଜନ କରାଯାଉଛି l ମେଡିକାଲ ତରଫରୁ – ଚିତ୍ରସେନ ଗୌଡ଼(କ୍ୟାମ୍ପ ମ୍ୟାନେଜେର ), ସୂଚନା, ଭାରତୀ ଯୋଗଦେଇଥିଲେ, ବରିଷ୍ଟ ନାଗରିକ ମଞ୍ଚ ଖଲ୍ଲିକୋଟ, ସଭାପତି ଡ଼.ହରପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟନାୟକ ଏବଂ ତ,ଏ,ପି,ଜେ, ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ସୁର, ସଭ୍ୟା ସସ୍ମିତା ପାତ୍ର ଶିବିର ରେ ଯୋଗଦେଇ ସହୋଯୋଗ କରିଥିଲେ।












Leave a Reply