ଭୁବନେଶ୍ୱର : ୫/୧/୨୦୨୬ ,(ଦର୍ଶନ ସମୀକ୍ଷା)
ଭୁବନେଶ୍ୱରସ୍ଥିତ ଆର୍ଯ୍ୟାପ୍ୟାଲେସ ଠାରେ ଜିଲ୍ଲା ୩୨୬ ର ଚେୟାରମ୍ୟାନ୍ ଙ୍କ ଗ୍ରସ୍ତ ବହୁ ଧୂମଧାମ୍ ରେ ପାଳିତ ହୋଇ ଯାଇଛି | ୩୨୬ ଜିଲ୍ଲାର ଇନ ହୁଇଲ୍ ତୋଷାଳୀ ଅନ୍ୟତମ ଅଟେ | ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ତୋଷାଳୀ ଯୋଗଦାନ କରି ବହୁ ମୂଲ୍ୟବାନ୍ ମତାମତ ଉପସ୍ଥାପିତ କରିଥିଲେ |

କ୍ଲବର ପ୍ରେସିଡେଣ୍ଟ ଶ୍ରୀମତୀ ସୋନାଲା ମୁଖାର୍ଜୀ ଓ ସେକ୍ରେଟାରୀ ଶ୍ରୀମତୀ ସୁପ୍ରିୟା ପୃଷ୍ଟିଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ଉଚ୍ଚ କୋଟିର ହୋଇପାରିଥିଲା | ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ | ଶ୍ରବଣ ଯନ୍ତ ମଧ୍ୟ୍ୟ ଦାନ କରାଯାଇଥିଲା | ନୂଆ ମେମ୍ବର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଶ୍ରୀମତୀ ଚନ୍ଦ୍ରଲେଖା ରଥ କାର୍ଯ୍ୟକ୍ରମ ଟିକୁ ଆଙ୍କରିଂ କରିଥିଲେ | ଶ୍ରୀମତୀ ଅନିତା ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |












Leave a Reply