ମେ 22 1964// ପଣ୍ତିତ ଜବାହରଲାଲ ନେହେରୁ ମୃତୁ ର 5 ଦିନ ପୂର୍ବରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନକୁ ଏଡାଇ ଯାଇଥିଲେ!ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ

Spread the love

ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ

ମୃତ୍ୟୁର 5 ଦିନ ପୂର୍ବରୁ ନେହେରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନକୁ ଏଡାଇ ଯାଇଥିଲେ!

ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ

ମୃତ୍ୟୁର 5 ଦିନ ପୂର୍ବରୁ ନେହେରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନକୁ ଏଡାଇ ଯାଇଥିଲେ!

ସାମ୍ବାଦିକଙ୍କୁ କହିଥିଲେ- ମୋ ଜୀବନ ଏତେ ଶୀଘ୍ର ସରୁ ନାହିଁ!
*ମୃତ୍ୟୁ: ମେ 27, 1964 (77 ବର୍ଷ)

Oplus_131072

1964 ଜାନୁଆରୀ ମାସରେ AICCର 68ତମ ଅଧିବେଶନରେ ଯୋଗ ଦେବାକୁ ନେହରୁ ଭୁବନେଶ୍ବର ଆସିଥିବାବେଳେ ତାଙ୍କୁ ଷ୍ଟ୍ରୋକ୍ ମାରିଥିଲା। ତେଣୁ ସେ ପୂର୍ବରୁ ଅସୁସ୍ଥ ରହୁଥିଲେ।
ମାତ୍ର ନିଜ ରାଜନୈତିକ ଉତ୍ତରାଧିକାର ପ୍ରସଙ୍ଗରେ ବିଶେଷ ମତ ଦେଉନଥିଲେ।

*ନେହରୁଙ୍କ ମୃତ୍ୟୁ ପରେ ଲାଲବାହାଦୁର ଶାସ୍ତ୍ରୀ ଓ ତା ପରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ

Leave a Reply

Your email address will not be published. Required fields are marked *