ନେତାଙ୍କ ଦରମା ବଢ଼ାଇ ସିଙ୍ଗାପୁରକୁ ଏକ ଦୁର୍ନୀତିଗ୍ରସ୍ତ ଦେଶରୁ ସ୍ବଚ୍ଛ ଦେଶ କରିଥିଲେ ଏହାର ପ୍ରଥମ ପ୍ରଧାନମନ୍ତ୍ରୀ LKY (ଲି କ୍ୱାନ୍ ୟୁ)।
ତାଙ୍କର କୌଣସି ଷ୍ଟାଚ୍ୟୁ ତିଆରି ନହେବା ପାଇଁ ସେ ନିର୍ଦେଶ ଦେଇଥିଲେ।
ସେ ଆଇନର ଶାସନ ଓ ସମାନତା ଉପରେ ଗୁରୁତ୍ୱ ଦେଉଥିଲେ।
ତାଙ୍କ ବଡ଼ ପୁଅ ଲୁଙ୍ଗ୍ ପ୍ରଧାନମନ୍ତ୍ରୀ ହେଲା ବେଳେ ବି ଷ୍ଟାଚ୍ୟୁ କରାଗଲା ନାହିଁ।
ଏବେ ସିଙ୍ଗାପୁର, ସ୍ୱାଧୀନତା (୧୯୬୫) ସମୟର ବିଶିଷ୍ଟ ନେତାଙ୍କ ଉପରେ ଏକ ସ୍ମାରକୀ ପାଇଁ ଯୋଜନା କରୁଛି।












Leave a Reply