Spread the love

କନ୍ଧମାଳ : ସହିଦ ଭଗତ ସିଂ ମଞ୍ଚସ୍ଥ ବନାନୀ କଳା ସଙ୍ଗମର ୨୨ତମ ଅବଦାନ ଶହୀଦ.

କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଏକ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ସୋମବାର ୮ ତାରିଖ ଦିନ ସଂଧ୍ୟା ୭ଟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସ ଦେଶାତ୍ମବୋଧକ ନାଟକ ଶହୀଦ ଭଗତ ସିଂ” କୁ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଜନ ସ୍ୱାସ୍ଥ୍ୟ ଅଧୁକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ଉଦଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ସଧାରଣ ପରିଚାଳକ ରାକେଶ କୁମାର ପଣ୍ଡା ଯୋଗ ଦେଇ ଦିନକୁ ଦିନ ଲୋକଂକ ମଧ୍ୟରେ ନାଟକ ପ୍ରତି ଆଗ୍ରହ କମି ଯାଇଥୁଳା ବେଳେ ବନାନୀ ପକ୍ଷରୁ ନାଟ୍ୟ ଚେତନା, ନାଟକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଉଥୁବାରୁ ଭୂୟସୀ ପ୍ରଶଂସା କରିଥିଲେ l ଏହି ନାଟକ କୁ ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା, କା କାର୍ଯ୍ୟ କାରୀ ନିର୍ଦେଶକ ପ୍ରଭାତ ଦାସ ଓ ସହ ନିର୍ଦ୍ଦେଶକ ଭାବରେ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଅଛରି ମୁଖ୍ୟ ବ୍ୟବସ୍ଥାପକ ଭାବେ ବନାନୀ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ପାଦିକ ସୁନୀଲ ପଟ୍ଟନାୟକ ରହିଥ‌ିବା ବେଳେ ପରିଚାଳନଭାବେ ଅଶୋକ l ପରିଡ଼ା ଡ଼ା ଓ ସହ ପରିଚାଳକ ଭାବେ ଅଶୋଳ ମହାନ୍ତି, ଅଶୋକ ପ୍ରଧାନ ପ୍ରଧାନ, ଓ ଜୟଦେବ ନାୟକ ପ୍ରମୁଖ ରହଁ ରହିଛନ୍ତି l ନୃତ୍ଯ ନିର୍ଦ୍ଦେଶନା ଦେଉଛନ୍ତି କ୍ୟାନସ ସ ଏକାଡେମୀ ସମ୍ପଦକୁ ସୋରୋଣ ପାତ୍ର l ଏହି ନାଟକରେ ୫୦ଜଣ କଳାକାର ଅଂଶ ଅଂଶ ଗ୍ରହ ଗ୍ରହଣ କରିଥିଲେ ସ୍ଥାନୀୟ କଳାକାର l ମାନଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା ଆଜି ମଧ୍ୟ ସନ୍ଧ୍ୟାରେ ନାଟକ ପ୍ରଦର୍ଶିତ ଶିତ ହେବ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥୁ ଙ୍କୁ ବନାନୀ ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପଢୌକନ, ସ୍ମାରକୀ ପ୍ରଦାନ କରି ଦ୍ଧିତ କରଯାଇଥିଲା l ନାଟକ ର ମୁଖ୍ୟ
ଚରିତ୍ର ଭଗତ ସିଂ ଭୂମିକା ରେ ସୁର ପ୍ରାସାଦ ନାୟକ, ଅଭିନୟ କରିଥିବାବେଳେ ଭଗତ ଙ୍କ ବାପା ହର କିଶନ ସିଂହ ସାନ୍ଧୁ ଭୂମିକାରେ ଯୁଧୁଷ୍ଠିର ମହାରି, ଖୁଡି ଭୂମିକା ରେ ସୁନିତା ପାତ୍ର, ଭଉଣୀ ଅମର ଭୂମିକା ରେ ମଧୁସ୍ମିତା ବେହେରା, ଭଗତ ଙ୍କ ମା ଓ ନର୍ସ ଦତ୍ୟ ଭୂମିକା ରେ ଲିଯାଶ୍ରୀ କହଁର, ଭାଉଜ ଭୂମିକାରେ ରୂପ ..କା ତ୍ରିପାଠୀ, ଆଜାଦ ଭୂମିକା ରେ ରେ ଆ ଆଇନଜୀବି ବନ ମହାନ୍ତି ଙ୍କ ସମେତ ସାମ୍ପାଦିକ ଉତ୍ପଳ ସାହୁ, ସଦାଶିବ ପାତ୍ର, ଶିଶୁ ଭଗତ ସିଂ ଭୂମିକାରେ ଶୁଭ୍ରଂଶ ପାତ୍ର, ବସନ୍ତ ପଲେଇ, ପ୍ରିୟବ୍ରତ ଦାସ, ଦୀପ୍ତି ରଞ୍ଜନ ମହାକୁଲ, ଟିକିନା, ପ୍ରଶାନ୍ତ କୁ ମାଇ ବେହେରା ଜେଲର ଭୂମିକା ରେ ଅଭିନୟ କରିଥିବା ବେଳେ ବିଚାରପତି ଭୂମିକା ରେ କରୁଣା କର ମଲ୍ଲିକ ଓ ଡାକ୍ତର ଭୂ ମିକାରେ ନବୀନ ପଣ୍ଡା ଅଭିନୟ କରି ଥିଲେ l

Leave a Reply

Your email address will not be published. Required fields are marked *