ସାମାଜିକ କର୍ମୀ ସୌମ୍ୟା ମିଶ୍ରଙ୍କ ଦୁର୍ଗମ ଅଞ୍ଚଳ ଏକୁଲ ସେକୁଲ୍ ଗସ୍ଥ।
ଢେଙ୍କାନାଳ : ଦର୍ଶନ ସମୀକ୍ଷା
ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ଓ ସହଯୋଗୀ ଗୁଡ଼ି ଶତପଥୀଙ୍କ ଦୁର୍ଗମ ଅଞ୍ଚଳ ଇକୁଲ୍ ଶେକୁଲରେ ନୂତନ କମ୍ବଳ, ସ୍କୁଲ୍ ଡ୍ରେସ୍, ଛୋଟ ପିଲାଙ୍କ ପାଇଁ ନୂତନ ଗରମ ପୋଷାକ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛନ୍ତି।
ଯେଉଁଠାରେ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ ଓ ରାସ୍ତା ମଧ୍ୟ ନାହିଁ।ପାହାଡ଼ ଡେଇଁ ସେହି ଜାଗାକୁ ଯିବାକୁ ପଡ଼େ। ତା ମଧ୍ୟରେ ଛୋଟ ଛୋଟ ଜଳସ୍ତର।ସହଯୋଗର ହାତ ବଢାଇଛନ୍ତି ବିଉଟି ପାଲେସ ଏନଏକ୍ସ,ଶ୍ରୀରାମ ମଣ୍ଡପ, ଓ ଶ୍ରୀଗଣେଶ ଯୁଏଲର ଢେଙ୍କାନାଳ।ଦୁଇଜଣ ଝିଅଙ୍କର ଏହିଭଳି କାର୍ଯ୍ୟ ବୁଦ୍ଧିଜୀବୀଙ୍କ ମହଲରେ ପ୍ରସଂସାର ସୁଅ ଛୁଟାଇଛି।












Leave a Reply