ରାଜ୍ୟସଭା ଯିବିନି, ଟ୍ରାଇବୁନାଲ ଯିବିନି।ସିଧାସଳଖ ରାଜନୀତିକୁ ପ୍ରବେଶ କରିବି କି ନାହିଁ ଚିନ୍ତା କରିନି- ବି ଆର ଗବାଇ ପୂର୍ବତନ ପ୍ରଧାନ ବିଚାରପତି

Spread the love

‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି

ଏବଂ ଏବେ ମୁଁ ନ୍ୟାୟର ଛାତ୍ର ଭାବରେ ବିଦାୟ ନେଉଛି।
ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ପଦବୀ ହେଉଛି ଦେଶ ସେବା କରିବାର ଏକ ସୁଯୋଗ।
ମୁଁ ରାଜ୍ୟସଭା ଯିବିନି, ଟ୍ରାଇବୁନାଲ ଯିବିନି।
ସିଧାସଳଖ ରାଜନୀତିକୁ ପ୍ରବେଶ କରିବି କି ନାହିଁ ଚିନ୍ତା କରିନି।’-

ବି ଆର ଗବାଇ, ପୂର୍ବତନ ପ୍ରଧାନ ବିଚାରପତି

(ତାଙ୍କ ବାପା ସାଂସଦ, ରାଜ୍ୟପାଳ ଥିଲେ)

Leave a Reply

Your email address will not be published. Required fields are marked *