ବଡ ଖବର୍ // ପୂର୍ବତନ ରାଷ୍ଟପତି ଙ୍କୁ ୨୭ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ବ୍ରାଜିଲ SC-୨୦୨୨ ନିର୍ବାଚନରେ ପରାଜୟ ସତ୍ତ୍ବେ କ୍ଷମତା ଛାଡ଼ିବାକୁ ଚାହୁଁ ନଥିଲେ-ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡ଼ଯନ୍ତ୍ର

Spread the love

ପୂର୍ବତନରାଷ୍ଟ୍ରପତିଙ୍କୁ୨୭ବର୍ଷଜେଲ୍‌.

-ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ତଥା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରଙ୍କୁ ଦଣ୍ଡାଦେଶ
-୨୭ ବର୍ଷର ଜେଲ୍‌

ଦଣ୍ଡାଦେଶ ଶୁଣାଇଲେ ବ୍ରାଜିଲ SC
-୨୦୨୨ ନିର୍ବାଚନରେ ପରାଜୟ ସତ୍ତ୍ବେ କ୍ଷମତା ଛାଡ଼ିବାକୁ ଚାହୁଁ ନଥିଲେ
-ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡ଼ଯନ୍ତ୍ର.

Leave a Reply

Your email address will not be published. Required fields are marked *