ବହୁରୂପୀ ନବକୃଷ୍ଣ ଚୌଧୁରୀ//ନବକୃଷ୍ଣ ଚୌଧୁରୀ (୧୯୫୦-୫୬) ବି ଦଳ ପାଇଁ ଚାନ୍ଦା ନେଉଥିଲେ, ହେଲେ ସେଥିରୁ ନିଜ ଗସ୍ତ/ଯାତ୍ରା ବା ରହିବା ପାଇଁ ଅଧିକ ବ୍ୟୟ କରୁନଥିଲେ। ଅତି ସରଳ ଜୀବନ ବିତାଉଥିବାରୁ ତାଙ୍କ ପ୍ରତି ଆଙ୍ଗୁଠି ଉଠାଇବା କଷ୍ଟକର ହେଉଥିଲା!ସାହିତ୍ୟ ଏକାଡେମୀପ୍ରାପ୍ତ ପୁସ୍ତକ: `ଅନିର୍ବାଣ’, ଲେଖକ: ପଦ୍ମଚରଣ ନାୟକ

Spread the love

ଓଡ଼ିଶାର ଜଣେ ବାମପନ୍ଥୀ ରାଜନେତା ଡ଼ ଶ୍ୟାମସୁନ୍ଦର ମହାପାତ୍ର, ନବକୃଷ୍ଣ ଚୌଧୁରୀଙ୍କ ପାଇଁ ତାଙ୍କର ଆମେରିକା ଦୂତାବାସରେ ସାମ୍ବାଦିକ ଚାକିରି ସ୍ଥାୟୀ ହୋଇପାରିଲା ନାହିଁ ଜାଣି ଏକ ବହି ଲେଖିଲେ- ‘ବହୁରୂପୀ ନବକୃଷ୍ଣ ଚୌଧୁରୀ’।

ଖଣି ମାଲିକ ସିରାଜୁଦ୍ଦିନଙ୍କଠାରୁ ଚାନ୍ଦା ନେବା ପ୍ରସଙ୍ଗରେ ଲେଖିଲେ-

‘ମୁଁ କହୁନାହିଁ ଯେ ସେ ଟଙ୍କା ନିଜ ପାଇଁ ନେଉଥିଲେ, କିନ୍ତୁ ଆଶ୍ରମରେ ତାହା ଲାଗୁଥିଲା। ସେ ଏକ ଭ୍ରଷ୍ଟାଚାର ନୁହେଁ କି?’

ଅଧ୍ୟାୟ: ‘ନବକୃଷ୍ଣଙ୍କୁ ସମାଲୋଚନା: ଵକ୍ରୋକ୍ତି, କଟୁକ୍ତି ଓ କ୍ଷୋଭୋକ୍ତି’

Oplus_131072

ପୁସ୍ତକ: ନବକୃଷ୍ଣ ଚୌଧୁରୀ ଏକ ଅଧ୍ୟୟନ
ଲେଖକ: ପ୍ର. ବୀରେନ୍ଦ୍ର ନାୟକ
ନବକୃଷ୍ଣ ଚୌଧୁରୀ (୧୯୫୦-୫୬) ବି ଦଳ ପାଇଁ ଚାନ୍ଦା ନେଉଥିଲେ, ହେଲେ ସେଥିରୁ ନିଜ ଗସ୍ତ/ଯାତ୍ରା ବା ରହିବା ପାଇଁ ଅଧିକ ବ୍ୟୟ କରୁନଥିଲେ। ଅତି ସରଳ ଜୀବନ ବିତାଉଥିବାରୁ ତାଙ୍କ ପ୍ରତି ଆଙ୍ଗୁଠି ଉଠାଇବା କଷ୍ଟକର ହେଉଥିଲା!

*ପଦ୍ମଚରଣ ନାୟକ ଲେଖୁଛନ୍ତି- ବରଂ ବାଜିରାଉତ ଛାତ୍ରାବାସ ପାଇଁ ମିଳିଥିବା ଚାନ୍ଦାକୁ ନବକୃଷ୍ଣ କଂଗ୍ରେସ ପାଣ୍ଠିକୁ ଦେଇଥିଲେ

(ସାହିତ୍ୟ ଏକାଡେମୀପ୍ରାପ୍ତ ପୁସ୍ତକ: `ଅନିର୍ବାଣ’, ଲେଖକ: ପଦ୍ମଚରଣ ନାୟକ)

Leave a Reply

Your email address will not be published. Required fields are marked *