ଅନ୍ନପୂର୍ଣା ମହାରଣା//୧୯୮୭ରେ ସେ କହିଥିଲେ ଗୋପବନ୍ଧୁ ଦାସ ବନ୍ୟା ଅଞ୍ଚଳରେ କେବେ ଚୁଡ଼ା ଚାଉଳ ବାଣ୍ଟିବାର ଗୋଟିଏ ଫଟୋ ସମାଜରେ ବାହାରିଥିବା ଆଣି ଦେଖାଇଲ?’ଏମିତି ପ୍ରଶ୍ନ ଶୁଣି ସେତେବେଳେ ଓଡ଼ିଶା ସର୍ବୋଦୟ କମିଟିରେ ସମ୍ପାଦକ ରୂପେ କାମ କରୁଥିବା ପ୍ରହଲ୍ଲାଦ ସିଂହ ସମାଜ ଲାଇବ୍ରେରୀ ଖୋଜିଲେ- କିଛି ପାଇଲେନି

Spread the love

୧୯୮୭ରେ ଅନ୍ନପୂର୍ଣା ମହାରଣା କହିଲେ- ‘ତୁମେ କୋରାପୁଟ ରାୟଗଡ଼ା ଅଞ୍ଚଳରେ ବନ୍ୟା ଦୁର୍ଗତଙ୍କୁ ସହାୟତା କରି ଫଟୋ ଆଣୁଛ!

ତୁମେ ‘ସମାଜ’ରେ ବି କାମ କରିଛ। ଗୋପବନ୍ଧୁ ଦାସ ବନ୍ୟା ଅଞ୍ଚଳରେ କେବେ ଚୁଡ଼ା ଚାଉଳ ବାଣ୍ଟିବାର ଗୋଟିଏ ଫଟୋ ସମାଜରେ ବାହାରିଥିବା ଆଣି ଦେଖାଇଲ?’

ଏମିତି ପ୍ରଶ୍ନ ଶୁଣି ସେତେବେଳେ ଓଡ଼ିଶା ସର୍ବୋଦୟ କମିଟିରେ ସମ୍ପାଦକ ରୂପେ କାମ କରୁଥିବା ପ୍ରହଲ୍ଲାଦ ସିଂହ ସମାଜ ଲାଇବ୍ରେରୀ ଖୋଜିଲେ- କିଛି ପାଇଲେନି କୁହନ୍ତି!

*ଓଡ଼ିଶା ସର୍ବୋଦୟ କମିଟିକୁ ସ୍ୱାଧୀନତା ସଂଗ୍ରାମୀ ଗୋପବଂଧୁ ଚୌଧୁରୀ ପ୍ରତିଷ୍ଠା କରିଥିଲେ, ଝିଅ ଅନ୍ନପୂର୍ଣା ମହାରଣା ଏସବୁକୁ ପରିଚାଳନା କରୁଥିଲେ!

***ତିନିଟି ଶବ୍ଦ ଅଛି- Underplay/ Overplay/ proper play

*ତେବେ ବର୍ତ୍ତମାନର ରାଜନୀତିରେ ଯେତିକି କାମ ସେତିକି ପ୍ରଚାରରେ ଭୁଲ ନାହିଁ- ଅଧିକ ବା କମ ପ୍ରଚାର ଠିକ୍ ନୁହେଁ!ଯେମିତି ନେପୋଲିଆନ ଥରେ କହିଥିଲେ ମୋତେ ଜଣେ ସୁସକ୍ଷିତା ମା ଦିଅ ମୁଁ ତୁମକୁ ସୁ ଶିକ୍ଷିତ ସମାଜ ଦେବି

Leave a Reply

Your email address will not be published. Required fields are marked *