Son rise in politics//ନିତୀଶ କୁମାରଙ୍କ ୨୬-ଜଣିଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇଟି ଛୋଟ ସହଯୋଗୀ ଦଳ ନେତାଙ୍କ ପୁଅ …ନୀତିଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ (୫୦) ଜଣେ ସଫ୍ଟଓୟାର ଇଞ୍ଜିନିୟର ହେଲେ ବି ରାଜନୀତି ନଯାଇ ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେଉଛନ୍ତି

Spread the love

Son rise in politics!

ନିତୀଶ କୁମାରଙ୍କ ୨୬-ଜଣିଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇଟି ଛୋଟ ସହଯୋଗୀ ଦଳ ନେତାଙ୍କ ପୁଅ:
୧. ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ (ସେ ଦ୍ବିତୀୟ ଥର HAM(S)ରୁ ମନ୍ତ୍ରୀ ହୋଇଛନ୍ତି; ତାଙ୍କ ବୋହୂ ଦୀପା ମାଂଝୀ ବି ବିଧାୟକ ଭାବେ ଜିତିଛନ୍ତି, ଜିତନ ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି)
୨. ⁠ଉପେନ୍ଦ୍ର କୁଶୱାଙ୍କ ପୁଅ ଦୀପକ ପ୍ରକାଶ (ସେ MLA କି MLC ନାହାନ୍ତି, ଉପେନ୍ଦ୍ରଙ୍କ ସ୍ତ୍ରୀ ସ୍ନେହଲତା ବି ବିଧାୟକ ଭାବେ ଜିତିଛନ୍ତି)

*ନୀତିଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ (୫୦) ଜଣେ ସଫ୍ଟଓୟାର ଇଞ୍ଜିନିୟର ହେଲେ ବି ରାଜନୀତି ନଯାଇ ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେଉଛନ୍ତି!

Leave a Reply

Your email address will not be published. Required fields are marked *