ସାମ୍ବାଦିକତାରେ ବିଶ୍ବସନୀୟତା କମିବାର ମୁଖ୍ୟ କାରଣ- ମିଡିଆ ଉପରେ ସବଳ ଲୋକଙ୍କ ଚାପ। ବିଶ୍ବସନୀୟତା ବଜାୟ ରଖିବା ପାଇଁ ବ୍ୟବସ୍ଥା ସୃଷ୍ଟି ହେବା ଉଚିତ। ଯେଉଁ ଶ୍ରେଣୀର ସମାଜ ପ୍ରତି ଉତ୍ତରଦାୟିତ୍ବ ରହୁଛି (ଯେମିତିକି ସାମ୍ବାଦିକ) ତାଙ୍କୁ ସମାଜ/ସରକାର କିଛି ଦେବା କଥା।
18ଟି ରାଜ୍ୟ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ 10 ହଜାରରୁ ଆରମ୍ଭ କରି 25 ହଜାର ପର୍ଯ୍ୟନ୍ତ ପେନସନ୍ ଦେଉଛନ୍ତି। ଅରୁଣାଚଳପ୍ରଦେଶ 25 ହଜାର ଟଙ୍କା ଦେଉଛି। ଓଡ଼ିଶା ସରକାର ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ୍ ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର।– ବିଭୂତି ଭୂଷଣ କର, ସଭାପତି, ଉତ୍କଳ ସାମ୍ବାଦିକ ସଂଘ












Leave a Reply