‘ଦେଶ ସ୍ୱାଧୀନ ହେଲା ପରେ ସମ୍ବିଧାନ ନିର୍ମାତାମାନେ ପ୍ରଶାସନିକ ଖର୍ଚ୍ଚ ବ୍ୟତୀତ ରାଜନୈତିକ ବ୍ୟବସ୍ଥା ପାଇଁ କିଭଳି ଆଇନସମ୍ମତ ଭାବେ ଅର୍ଥ (ଟଙ୍କା) ମିଳିବ ଚିନ୍ତା କଲେ ନାହିଁ।
ସ୍ୱାଧୀନତା ପୂର୍ବରୁ କଂଗ୍ରେସ ୪-ଅଣା ସଦସ୍ୟ ଚାନ୍ଦା, ଶିଳ୍ପପତିଙ୍କ ଚାନ୍ଦାରେ ଚଳିଯାଉଥିଲା। ମାତ୍ର ସ୍ୱାଧୀନତା ପରେ ଏଭଳି ବ୍ୟବସ୍ଥା ଯେ ଅସ୍ବଛ ହୋଇପଡ଼ିବ ଚିନ୍ତା କରାଗଲା ନାହିଁ। ସମ୍ବିଧାନ ନିର୍ମାତାମାନେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ବ୍ୟବସ୍ଥା ନକରି ବଡ଼ ଭୁଲ୍ କଲେ। ଫଳରେ ରାଜନୀତି ଏବେ ଅପରାଧର ଉଦ୍ୟୋଗ ହୋଇଯାଇଛି।’- ପ୍ରେମ ଶଙ୍କର ଝା, ପୂର୍ବତନ ସମ୍ପାଦକ, ହିନ୍ଦୁସ୍ତାନ ଟାଇମ୍ସ (୧୯୯୦ରେ ପ୍ରଧାନମନ୍ତ୍ରୀ ଭି ପି ସିଂ ଙ୍କ ମିଡିଆ ପରାମର୍ଶଦାତା)
ଫଟୋ: ଗାନ୍ଧିଜୀ ବେଙ୍ଗଲର ଏକ ରେଳ ଷ୍ଟେସନରେ ଲୋକଙ୍କଠାରୁ ଚାନ୍ଦା ସଂଗ୍ରହ କରୁଛନ୍ତି (୧୯୪୬)












Leave a Reply