Spread the love

କଟକ ରେ ଅନୁଷ୍ଠିତ ହେଲା ସରକାରଙ୍କ ଶିଶୁ ସୁରକ୍ଷା ଆଇନ ପ୍ରାଧି କରଣ ସେବା ର ତୃଣମୂଳ ସ୍ତରର କର୍ମ ଶାଳା.
===/===/====/====/===/=
କଟକ -=ପ୍ରକାଶ ବେଉରା (ଦର୍ଶନ ସମୀକ୍ଷା)

ଜିଲ୍ଲା ପାରାଲିଗାଲ ଆଇନ ସେବା ପ୍ରାଧିକରଣ କଟକ ଆନୁକୂଲ୍ୟରେ. ଆଜି କଟକ କଲେକ୍ଟରେଟ ସଭା ଗୃହରେ ଏକ କର୍ମ ଶାଳା ଅନୁଷ୍ଠିତ ହୋଇଯାଇ ଛି.ଉକ୍ତ ସଭା ରେ ଚ୍ୟା୍ରମ୍ୟାନ ପ୍ରମୋଦକିଶୋର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷ ତା ରେ, ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ପାରାଲି ଗଲା ସଦସ୍ୟ ଙ୍କ ଗହ ଣ ରେ ଚେୟାର ମ୍ୟାନ ପ୍ରମୋଦ ଆଚାର୍ଯ୍ୟ, ନିଜର ବକ୍ତବ୍ୟ ରେ କହିଥିଲି କିପରି ଶିଶୁ ସୁରକ୍ଷା କୁ ତୃଣ ମୂଳ ସ୍ତରରେ ସଠିକ ନିରୂପଣ କରାଯାଇ ପାରିବ, ସେ ଦିଗରେ ଆସିଥିବା ସଦସ୍ୟ ମାନଂକୁ ଅନେକ ଟିପ୍ସ ଦେଇ ସଚେତନତା ବିଷୟରେ ଅବଗତ କରାଇଥିଲେ. ଆଗକୁ କି ପରି ଅ ଗ୍ରଗତୀ ହେବ ସରକାରଙ୍କ ଶିଶୁ ସୁରକ୍ଷା ଆଇନ ସେମାନଙ୍କ ର ସୁବିଧା ଏବଂ ରାଜ୍ୟର ଦୂର ଦୂର ଇଲାକା କୁ କିପରି ସହ ସଂଯୋଗ କରାଯାଇ ପାରିବ ଖୁବ ଶ୍ରୀଘ୍ର. ସେଦିଗରେ ତତ୍ପରତା ହେବା ଆସିଥିବା କର୍ମଶାଳା କର୍ମୀ ମାନଂକୁ ଙ୍କୁ ସନ୍ଦେଶ ଦେଇଥିଲେ.
ସଭା ଗୃହରେ ଅନ୍ୟ ତମ ଆକ୍ଟିଭ ସଦସ୍ୟା ବାସିବି ଖାଡେଙ୍ଗା ନିଜର ବକ୍ତବ୍ୟ ରେ ମତ ପ୍ରକାଶ କରିଥିଲେ କିପରି ତୃଣ ମୂଳ ସ୍ତର କୁ ମଝବୁତ କରିବା, ଅଧିକ ସଂଖ୍ୟାରେ ଜୟେନ କରିବେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ, ଏବଂ କର୍ମୀ ମାନଙ୍କ ମଧ୍ୟ ରେ ସହଯୋଗ ତ୍ୱରାନ୍ୱିତ ବଢ଼ି ହେବ. ସରକାରଙ୍କ ନୂଆ ଯୋଜନା ନୂଆ ନୂଆ ଆଇନ ବିଷୟରେ ସେମାନଂକୁ ଅବଗତ କରାଇବା, ସଚେତନ କରାଇବା ସୁବିଧା ଅସୁବିଧାରେ ଉଦ୍ଧାର କରି ସହାୟତା ଜାରି ରହିବ.ସରକାରଙ୍କ ନିୟମ ର ପୁଙ୍ଖାନୁ ପୁଙ୍ଖା ବିବରଣୀ ବିଭିନ୍ନ ମାଧ୍ୟମରେ ସେମାନଙ୍କ ନିକଟକୁ ଯାଇ ନ୍ୟାୟ ଦେବା ଆହୁରି ତ୍ୱରାନ୍ୱିତ ସୃଦୃଢ଼ କରିବା ଶିଶୁ ଅଧିକାର ସୁରକ୍ଷା କୁ ସେ ଦିଗରେ ଯଥେଷ୍ଟ ତତ୍ପରତା ଦେଖାଇବା କୁ ଆସିଥିବା କର୍ମ ଶାଳା ର କର୍ମୀ ମାନଂକୁ ଦୃଢତାର ସହ ଆହ୍ୱାନ ଦେଇ ଥିଲେ.

Leave a Reply

Your email address will not be published. Required fields are marked *