ବିଜେଡି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା କାରଣ କହିଲେ ସୁନୀତି
ନୂଆପଡ଼ା, 17/10: -=(ଦର୍ଶନ ସମୀକ୍ଷା)
ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ କହିଲେ, “ମୁଁ ଜଣେ ମହିଳା ଭାବେ କହିବି ଯେ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ସ୍ଵାଗତଯୋଗ୍ୟ ପଦକ୍ଷେପ।
ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଘୋଷଣା ବେଳେ ନବୀନ ବାବୁଙ୍କର ପ୍ରାର୍ଥୀ ପଛରେ ଛିଡ଼ା ହେବା ତଥା ପଶ୍ଚିମ ଓଡିଶାର ଟାଣୁଆ ନେତ୍ରୀ ବୋଲି କହିବାରେ ଏକ ଇଙ୍ଗିତ ଥିବା ଜଣାପଡ଼ୁଛି । ରାଜନୈତିକ ଇତିହାସ ଦେଖିଲେ ଅତୀତରେ ପଶ୍ଚିମ ଓଡ଼ିଶାରୁ ବିରୋଧୀ ଦଳ ନେତା ହୋଇଛନ୍ତି। ହୁଏତ ବିଜେଡି ଜଣେ ମହିଳା ବିରୋଧୀ ଦଳ ନେତା ଦେବାକୁ ଚାହୁଁଛନ୍ତି।
Leave a Reply