ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମାନସ ଦାସ ଙ୍କୁ ଭବ୍ୟ ସମ୍ବରୋଧାନା କଲା ବଡ଼ବିଲ ସେଣ୍ଟ ମେରୀ ସ୍କୁଲ।, ବଡ଼ବିଲ
ଦର୍ଶନ ସମୀକ୍ଷା ବଡ଼ବିଲ
ତା 17-10-2025-=ଗତ ସେପ୍ଟେମ୍ବର ମାସ ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବଡ଼ବିଲ ସେଣ୍ଟ ମେରୀ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମାନସ ଦାସ ଙ୍କୁ ରାଷ୍ଟ୍ରପତି ଭବନ ରେ ଏ କଲ ଫର ପ୍ରୋଗେସ ପାଇଁ ଓଡିଶା ରୁ ଏକ ମାତ୍ର ଶ୍ରୀ ମାନସ ଦାସ ଙ୍କୁ ଚୟନ କରାଯାଇଥିଲା ଶ୍ରୀ ଦାସ କେନ୍ଦୁଝର ଜିଲ୍ଲା ର ଆନ୍ଦପୁର ଉପଖଣ୍ଡ ବାଇଲ ଗ୍ରାମର ପିତା ଶ୍ରୀ ଚିନ୍ତାମଣି ଦାସ ଓ ମାତା ମାଳତୀ ଦାସ ଙ୍କ ସୁପୁତ୍ର ହୋଇ ଜନ୍ମ ଲାଭ କରି ରାଜ୍ୟ ଓ ଜିଲ୍ଲା କୁ ଗୌରବ ଆଣି ଦେଇଛନ୍ତି ଶ୍ରୀ ଦାସ କହିବା ଓ ଶୁଣି ନାପରୁ ଥିଲେ ମଧ୍ୟ କେବେ ସେ ନିଜକୁ ଅସହାୟ ମନ କରିନାହାନ୍ତି ତତ ସହିତ ବଡ଼ବିଲ ସେଣ୍ଟ ମେରୀ ବିଦ୍ୟାଳୟ ରେ ପାଞ୍ଚ ବର୍ଷ ହେବ ପିଲା ମାନଙ୍କୁ ଲଳିତ କଳା ର ଶିକ୍ଷା ଦେବା ଶହ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ ରେ ଭାଗ ନେଇ ପିଲାମାନଙ୍କ ମନବଳ କୁ ବଢ଼ାନ୍ତି ଆଜି ତାଙ୍କୁ ତାଙ୍କ ନିଜ ବିଦ୍ୟାଳୟ ରେ ସମ୍ବରୋଧାନ କରାଯାଇଥିଲା ସ୍କୁଲ ର ପ୍ରିନ୍ସିପାଲ ସିଷ୍ଟର ଯଶମାରିୟା ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତ ରେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ସ୍କୁଲ ର ବାର୍ଷିକ କ୍ରୀଡା କୁ ବଡ଼ବିଲ ଥାନା ଅଧିକରୀ ଶ୍ରୀ ଅଶୋକ କୁମାର ନାୟକ ଉଦଘାଟନ କରିବାଶହ ପିଲାମାନଙ୍କୁ କ୍ରୀଡା ର ଉପକାରିତା ଉପରେ ଉଦବୋଧନ ଦେଇ ଥିଲେ।

Leave a Reply