ବଡ଼ ଖବର//କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିମୂଳ ଅଞ୍ଚଳରେ ଏକ ବିରାଟକାୟ କୁମ୍ଭୀରକୁ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି-ରତ୍ନାକର ପରିଡା କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା :ଦର୍ଶନ ସମୀକ୍ଷା ରାଜନଗର ଜରିମୂଳରେ କୁମ୍ଭୀର ଆତଙ୍କକେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିମୂଳ ଅଞ୍ଚଳରେ ଏକ ବିରାଟକାୟ କୁମ୍ଭୀରକୁ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ…

Read More
କେନ୍ଦ୍ରାପଡ଼ା //ପଟ୍ଟାମୁଣ୍ଡାଇରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର: ୭୫ଟି ଅଭିଯୋଗ ପଞ୍ଜିକୃତ-ରତ୍ନାକର ପରିଡା କେନ୍ଦ୍ରାପଡ଼ା

ପଟ୍ଟାମୁଣ୍ଡାଇରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର: ୭୫ଟି ଅଭିଯୋଗ ପଞ୍ଜିକୃତକେନ୍ଦ୍ରାପଡ଼ା: ଦର୍ଶନ ସମୀକ୍ଷା ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ତୁରନ୍ତ ସମାଧାନ ପାଇଁ…

Read More
आधी दुनिया को ले डूबेंगे… US से असीम मुनीर ने दी परमाणु युद्ध की धमकी, कहा- भारत ने बांध बनाया तो दाग देंगे 10 मिसाइल

आधी दुनिया को ले डूबेंगे… US से असीम मुनीर ने दी परमाणु युद्ध की धमकी, कहा- भारत ने बांध बनाया…

Read More
କୋୖଣସି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇ ନିଜକୁ ଭାବନ୍ତୁ ନାହିଁ ଯେ ସିଏ କ’ଣ କରିପାରିବ ତା’ର ଓଉକାତ୍ କେତେ କିନ୍ତୁ ଦିନ ଆସିବ ସିଏ ଆକାରରେ ଉଡୁଥିବ ଆଉ ଆପଣ ଧୂଳି ଚାଟୁଥିବେ ।

ଜୀବନ ରାସ୍ତାଟା ନୁହଁଇ ସହଜଯେମିତି ବି ଚାଲିହେବ,ସମୟ ସହିତ ତାଳ ନ ରଖିଲେକଣ୍ଟା ଖାଲରେ ପଡ଼ିବ । ମିଥ୍ୟାବାଦୀମାନେ ଏବେ ସମସ୍ତଙ୍କର ପ୍ରିୟ ହୁଅନ୍ତି ଏବଂ ଭଲପାଇବା…

Read More
ବାଣପୁର //ଖୋର୍ଦ୍ଧା ଜିଲ୍ଲାର ପ୍ରଧାନ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠରେ ଶ୍ରାବଣ ପୂର୍ଣ୍ଣିମାର ମଧ୍ୟରାତ୍ରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମା ଡିଆଁପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଉତ୍କଳର ସର୍ବତ୍ର ବୈଷ୍ଣବ କ୍ଷେତ୍ର, ମଠ, ମନ୍ଦିରମାନଙ୍କରେ ଭଗବାନ ବଳଭଦ୍ରଙ୍କ ଜନ୍ମୋତ୍ସବ ଭାବରେ ଏହି ପର୍ବ ପାଳିତ ହେଉଥିବା ବେଳେ କେବଳ ଏକମାତ୍ର ଶକ୍ତି ପୀଠ ବାଣପୁରରେ ଏହି ପର୍ବ ପାଳିତ ହେବାର ଅନନ୍ୟ ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ଚଳି ଆସିଛି।

ମା ଭଗବତୀଙ୍କ ପୀଠରେ ଶ୍ରାବଣୀ ଉତ୍ସବ, ମା’ଙ୍କ ଗହ୍ମା ଡିଆଁ, ଗୋବନ୍ଦାପନା -ଗୋପୂଜନପର୍ବ ପାଳିତ ll ବାଣପୁର – ତା୦୮.୦୮.୨୫(ଦର୍ଶନ ସମୀକ୍ଷା) ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି…

Read More