ଢେଙ୍କାନାଳ //ବିଜୁ ପଟ୍ଟନାୟକ ଜଣେ ରାଜନୈତିକ ବ୍ୟକ୍ତି ନ’ଥିଲେ ସେ ରାଜନୀତିର ଉଦ୍ଧ୍ୱର୍ରେ ରହି ଦେଶ ତଥା ରାଷ୍ଟ୍ର ପାଇଁ ସବୁ ବେଳେ ନିଜକୁ ନିୟୋଜିତ କରିଥିଲେ । ବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି ଆଗାମୀ ଦିନରେ ରହିବେ । ଆଧୁନିକ ଓଡିଶା ଗଠନର ସେ ଥିଲେ ପ୍ରତିଷ୍ଠାତା ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଢେଙ୍କାନାଳର ପୁର୍ବତନ ବିଧାୟକ ସୁଧିର କୁମର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବିରାଟ ସାଧାରଣ ସଭା ସ୍ଥାନୀୟ ଅଡିଟରିଅମ ଠାରେ ପାଳନ କରାଯାଇଛି
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତଢେଙ୍କାନାଳ, ୧୭ । ୦୪: ୧୯୯୭ (ଦର୍ଶନ ସମୀକ୍ଷା) ଏପ୍ରିଲ ୧୭ ତାରିଖରେ ପ୍ରବାଦ ପୁରୁଷ , କଳିଙ୍ଗର ବରପୁତ୍ର, ମହାନ ଜନନାୟକ ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ…