ବୈରାଗ୍ୟ ବିନା କୈାଣସି ମନୁଷ୍ୟ ସମ୍ପୁର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଏ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ।
ବୈରାଗ୍ୟ ବିନା କୈାଣସି ମନୁଷ୍ୟ ସମ୍ପୁର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଏ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଜୀବନରେ ବିନା ସାଧନାରେ ଧ୍ୟାନ କରିବା ଅପେକ୍ଷା ଜୀବନରେ ଗୋଟିଏ ଦିନ…