ଭୁବନେଶ୍ୱର //ଆଜି ଅପରାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ଅବସରରେ ଭୂବନେଶ୍ବର ର ଗୀତଗୋବିନ୍ଦ ଭବନଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ଅୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଗାୟିକା, ଆଇନଜୀବୀ ତଥା ସମାଜସେବୀ ଶ୍ରୀମତୀ ଅଳକାନନ୍ଦା ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭୁବନେଶ୍ୱର :(ଦର୍ଶନ ସମୀକ୍ଷା) ଆଜି ଅପରାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ - ୨୦୨୫ ଅବସରରେ ଭୂବନେଶ୍ବର ର ଗୀତଗୋବିନ୍ଦ ଭବନଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ରୂପାୟନ' ପକ୍ଷରୁ ଅୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଗାୟିକା, ଆଇନଜୀବୀ ତଥା ସମାଜସେବୀ…