କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତି ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାକ ଚନ୍ଦ୍ର ସେଠୀ ଙ୍କୁ ଅବିଳମ୍ୱେ ନାଳ ନିର୍ମାଣ ପାଇଁ ଦୁଇଟି ପୃଥକ୍ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ନାଳ ନିର୍ମାଣ ଦାବିରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର---------------- -------------- -------------------କଟକ ବାଲିକୁଦା ତା - ୨୧/୦୨/୨୫ ରିଖ,(ଦର୍ଶନ ସମୀକ୍ଷା) କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତି ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସଦର…