ରକ୍ତ ଠାରୁ ବହୁତ ଦାମୀ ଅଟେ ଲୁହ….ସମୟ ପଡ଼ିଲେ ରକ୍ତ କିଣି ହୁଏ କିନ୍ତୁ ଲୁହ ନୁହେଁ…ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ, ଦେଖିବେ ଜୀବନରେ ଭଲରେ ରହିବା ଶିଖି ଯିବେ….
ଧନ ଥିଲେ ଚୋରର ଭୟ,ଜ୍ଞାନ ଥିଲେ ଅଜ୍ଞାନର ଭୟ,ଦେହ ଥିଲେ ମୃତ୍ୟୁର ଭୟ,କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଥାଏ ତାହାର ନଥାଏ କୌଣସି ଭୟ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁଡି ପରି ଆକାଶ ରେ ଉଡିବାକୁ ଅନେକ ଲୋକ ମିଳିଯିବେ,କିନ୍ତୁ…