ଭଦ୍ରକ :ପୁରୁଣା ବଜ଼ାର ଫ୍ରେଜର ସରକାରୀ ବାଳିକା ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଗ୍ରାମ ରେ ଭାଗ ନେଇ ଓଡିଶୀ ନାଚ ଗୀତ ବ୍ଲକ ଲେବୁଲରେ ଓଡିଶା ପାଇଁ ସୁନାମ ଅର୍ଜନ କରିଛନ୍ତି – ଭଦ୍ରକ ରୁ ଅବଦୁଲ ଫିରୋଜ ଖାନ ଦର୍ଶନ ସମୀକ୍ଷା
ଭଦ୍ରକ ଦର୍ଶନ ସମୀକ୍ଷା ତାରିଖ -୧୯/୨/୨୫ ଅବଦୁଲ ଫିରୋଜ ଖାଁ ଭଦ୍ରକ :ପୁରୁଣା ବଜ଼ାର ଫ୍ରେଜର ସରକାରୀ ବାଳିକା ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ଫ୍ରେଜର ସରକାରୀ ସ୍କୁଲ ଛାତ୍ର ଛାତ୍ରୀ ମାନେ…