ଭିଜିଲାନ୍ସ ଚଢ଼ାଉ //ଯୁଆଡେ ଖୋଜିବ ଖାଲି ପୁଳା ପୁଳା ଟଙ୍କା. BDO ଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ ଚାଲିଛି ସବୁ ଘର ଆଲମିରା ତାଲାସୀ ବର୍ତମାନ ସୁଦ୍ଧା ମିଳିଲାଣି ପାଖାପାଖି ଦୁଇ କୋଟି ନଗଦ..
ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣଙ୍କ ଘରୁ ଭିଜିଲାନ୍ସ ଚଢାଉ ସମୟରେ ମୋଟ ୧କୋଟି ୮୬ଲକ୍ଷ ୨୩ହଜାର ୬୬୫ଟଙ୍କା ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସର ୩ଟି…