ସବୁବେଳେ ଭାଗ୍ୟକୁ ଦୋଷ ଦେଉଥିବା ଲୋକ କେବେବି ଭଲ କର୍ମ କରିନଥାଏ। ସେ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ଭାଗ୍ୟ କୁ ଦୋଷ ଦିଏ।କିନ୍ତୁ ଯେମିତି କର୍ମକୁ ସେମିତି ଫଳ ମିଳିଥାଏ..
ଯେମିତି କର୍ମକୁ ସେମିତି ଫଳ ମିଳିଥାଏ।ନିଜର କ୍ଷଣିକ ସୁଖ ପାଇଁ ଅନ୍ୟକୁ ଧୋକା ଦେଉଥିବା ମଣିଷ,ଏ ଦୁନିଆର ସବୁଠାରୁ ବଡ ବିଶ୍ବାସଘାତକ ବୋଲାଇ ଥାଏ। ସବୁବେଳେ ଭାଗ୍ୟକୁ ଦୋଷ ଦେଉଥିବା ଲୋକ କେବେବି ଭଲ କର୍ମ କରିନଥାଏ। ସେ ସବୁବେଳେ ଅନ୍ୟ…