ବିଜେଡି ସମାବେଶରେ ଜନସମୁଦ୍ର ଦେଖି ବିଜେପି ଛାନିଆ. ନବୀନ ଡାକରାରେ ମାଡିଆସିଲେ ଆଖପାଖର ବିଜୁ ପ୍ରେମୀ.ଦରଦାମ ଆକାଶ ଛୁଆଁ ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି ବୋଲି ସଭା ରେ ଗର୍ଜ୍ଜନ ହେଲା..
ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପ୍ରତି ଜନଶକ୍ତି ଓ ଜନମତ ପ୍ରତିଫଳିତ ହୋଇଛି । ନବୀନ ପଟ୍ଟନାୟକ ପ୍ରତି ଓଡ଼ିଶାବାସୀଙ୍କ କ୍ରେଜ ଅତୁଟ ରହିବା ସହ ବିଜେଡିକୁ ଶକ୍ତିଶାଳୀ କରିଛି । ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି…