ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରାସ୍ଥିତ ସିଦ୍ଧ ମା ରାମଚଣ୍ଡୀ ପିଠ ପରିସର ମଧ୍ୟରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ୨୯ ତମ ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ର ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି ଦିଆଯାଇଥିଲା ଏବଂ ଆଜି ଠାରୁ ଗୋ-କନେକଶ୍ଵର ମହାଦେବ ମନ୍ଦିର ଠାରେ ମକର ମେଳା ଆରମ୍ଭ ହୋଇଛି।
ରାମଚଣ୍ଡୀ ପିଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ମକରମେଳା ହିନ୍ଦୋଳ(ତା ୧୪,୧,୨୫)ଦର୍ଶନ ସମୀକ୍ଷା :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରାସ୍ଥିତ ସିଦ୍ଧ ମା ରାମଚଣ୍ଡୀ ପିଠ ପରିସର ମଧ୍ୟରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା…