ସତର୍କ ଘଣ୍ଟି // ଉଚ୍ଚଶିକ୍ଷା ବିଭାଗରେ ଫାଇଲ ଥାକ ଥାକ ଥୁଆହେଲାଣି ।ନିଜ ପସନ୍ଦର କଲେଜକୁ ବଦଳି ପାଇଁ ପ୍ରତିଦନ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କ ସୁପାରିସ ଥିବା ଆବେଦନ ପତ୍ର ଆସୁଛି ।ଏଣିକି ହେବ କାର୍ଯ୍ୟାନୁଷ୍ଠାନ. କିଏ ଚାଁହୁଥିଲେ କୋଉଠିକି.. ସାମିଲ କିଏ ଥିଲେ..
କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ, ବଦଳି ଓ ନିଯୁକ୍ତି ସୁପାରିସ ଆଣିଲେ ହେବ କାର୍ଯ୍ୟାନୁଷ୍ଠାନ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ । ବଦଳି ଓ ନିଯୁକ୍ତି ସୁପାରିସ ଆଣିଲେ ହେବ…