Meet one of India’s youngest female IAS officer, did not touch mobile phone for 3 years, cracked UPSC

Meet one of India's youngest female IAS officer, did not touch mobile phone for 3 years, cracked UPSC with AIR…, Not Tina Dabi, Pari Bishnoi, Srusti DeshmukhIAS Neha Byadwal came…

Read More

Arvind kejriewal announced to grant old age pension an additional 80. 000 old people# पूर्व सीएम अरविंद केजरीवाल ने बढ़ाया बुजुर्गों का मान..

"NEW DELHI: Ahead of the 2025 assembly elections, Aam Aadmi Party (AAP) chief Arvind Kejriwal on Monday announced the Delhi government’s decision to grant old-age pension to an additional 80,000…

Read More

ଦୁଲ୍ଲଭ ଅନୁଭୂତି //ଆଶା. ପ୍ରତିଜ୍ଞା.ବିଶ୍ୱାସ. ଭଲପାଇବା.ସମ୍ପର୍କ..ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁ ନାହିଁ ! ନଚେତ୍ ବିତାଇବେ ଅଭିଶପ୍ତ ଜୀବନ

ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁ ନାହିଁ ! ନଚେତ୍ ବିତାଇବେ ଅଭିଶପ୍ତ ଜୀବନ ବିଶ୍ୱାସ : ବିଶ୍ୱାସ ଠିକ୍‌ କାଚ ପରି। ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର…

Read More

ସୁବର୍ଣ୍ଣପୁର: ୬୨ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ.ଏପଟେ ସୁନ୍ଦରଗଡ଼ରେ ଯାଞ୍ଚ ବେଳେ ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ. ମୂଲ୍ୟ ପ୍ରାୟ କୋଟିଏ

ସୁବର୍ଣ୍ଣପୁର: ୬୨ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟମନମୁଣ୍ଡା ପୋଲିସ ପକ୍ଷରୁ ଅପରେସନ ଗ୍ରୀନ୍ କ୍ଲିନ୍ ଅଭିଯାନ୬୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କାଟି ସଫା କଲା ପୋଲିସବରଗୋଚ୍ଛା ପଞ୍ଚାୟତ ପାଳଝାର ଜଙ୍ଗଲରେ କରାଯାଇଥିଲା ଚାଷସୁନ୍ଦରଗଡ଼: ଯାଞ୍ଚ ବେଳେ…

Read More

ଜିଦ୍ଦିଆ ଜୋଇଁ //ଯୌତୁକ ଜିନିଷ ଜାଳି ଦେଲା ଜୋଇଁ.ବାହାଘରର ୨୦ ବର୍ଷ ପରେ ଜ୍ବାଇଁର ଯୌତୁକ ଦାବି ଅଭିଯୋଗ.ଆପାଚି ଗାଡ଼ି ନ ଦେବାରୁ ଉତକ୍ଷିପ୍ତ ହୋଇ ଜାଳି ଦେଲା..

ଯୌତୁକ ସାମଗ୍ରୀ ଜାଳିଲା ଜ୍ବାଇଁଦଶପଲ୍ଲା: ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଲା ଜ୍ବାଇଁନେଳିଗୁଡ଼ା ଗାଁରେ ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଲାଯୌତୁକରେ ମିଳିଥିବା ସିନ୍ଦୁକ , ଖଟ ସହ ସମସ୍ତ ସାମଗ୍ରୀ ଜାଳିଲାଆପାଚି ଗାଡ଼ି ନ ଦେବାରୁ ଉତକ୍ଷିପ୍ତ…

Read More

Triveni Sangam//Triveni Sangam is a sacred confluence of three rivers: the Ganges, the Yamuna, and the Saraswati.the spot where the three rivers meet, creating a sacred and powerful energy

Triveni Sangam! Triveni Sangam is a sacred confluence of three rivers: the Ganges, the Yamuna, and the Saraswati. Here's a brief storyline: Mythological Significance: According to Hindu mythology, the Triveni…

Read More

ମିନାକ୍ଷୀ ଆମ୍ମାନ ମନ୍ଦିରମଦୁରାଇ, ତାମିଲନାଡୁ//ଏହି ମନ୍ଦିର ଓ ମଦୁରାଇ ସହର ର ବର୍ଣ୍ଣନା କୌଟିଲ୍ୟ ଙ୍କ ଅର୍ଥଶାସ୍ତ୍ର ଖ୍ରୀ ପୂ 370 ରୁ 283 ମଧ୍ୟରେ ଓ ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ ଙ୍କ ଇଣ୍ଡିକା ରେ ଖ୍ରୀ ପୂ 350 ରୁ 290 ମଧ୍ୟରେ ଦେଖିବାକୁ ମିଳେ l

ମିନାକ୍ଷୀ ଆମ୍ମାନ ମନ୍ଦିର ମଦୁରାଇ, ତାମିଲନାଡୁ ଏହି ମନ୍ଦିର ଓ ମଦୁରାଇ ସହର ର ବର୍ଣ୍ଣନା କୌଟିଲ୍ୟ ଙ୍କ ଅର୍ଥଶାସ୍ତ୍ର ଖ୍ରୀ ପୂ 370 ରୁ 283 ମଧ୍ୟରେ ଓ ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ ଙ୍କ ଇଣ୍ଡିକା ରେ ଖ୍ରୀ ପୂ…

Read More

ମହାରାଷ୍ଟ୍ର //୨୦୨୪ ଲୋକସଭା ନିର୍ବାଚନରେ ​​ମହାରାଷ୍ଟ୍ରର ଲୋକମାନେ ବିଜେପିକୁ ପରାସ୍ତ କରିଥିଲେ, କିନ୍ତୁ ବିଧାନସଭା ନିର୍ବାଚନରେ ​​ବିଜେପି ଏବଂ ଏହାର ସହଯୋଗୀମାନେ କିପରି ବଡ଼ ବିଜୟ ହାସଲ କେମିତି କଲେ ଆମେ ଏହାର ଅନୁସନ୍ଧାନ କରିବୁ. ଜାତୀୟ କଂଗ୍ରେସ

"ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ମହାଯୁତି ମେଣ୍ଟ ଏକ ଚମତ୍କାର ବିଜୟ ହାସଲ କରିଥିବାବେଳେ ଝାଡ଼ଖଣ୍ଡରେ ଇଣ୍ଡିଆ ସହଯୋଗୀ ଦଳ ଜିତିଛି। ତେବେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଦଳ ଗୁରୁତର ପ୍ରଶ୍ନ…

Read More

ଚର୍ଚ୍ଚା ସମ୍ବାଦ //ଇନଷ୍ଟାଗ୍ରାମ ଫଲୋଅର୍ସ୫.୬ ମିଲିୟନ ଥିବା ବେଳେ ଫେସବୁକରେ ୪.୧ ମିଲିୟନ ଫଲୋଅର୍ସ ରହିଛନ୍ତି । ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ସେ ମାତ୍ର ପାଇଛନ୍ତି ୧୫୫ ଖଣ୍ଡ ଭୋଟ.ସେ କିଏ….

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶେଷ ହେଇଛି ଭୋଟ ଗଣତି । ବିଜେପି ମେଣ୍ଟର ମହାୟୁକ୍ତି ସତ୍ତା ହାସଲ କରିବା ପରେ ନାନାଦି ନୂଆ ତଥ୍ୟ ଦେଖିବାକୁ ମିଳୁଛି । ତେବେ ଏଠାରେ ଥିବା ବର୍ସୋବା ସିଟ ଚର୍ଚ୍ଚାରେ ରହିଛି ।…

Read More

ଚାଷୀ ମୁଲିଆର ଦେଶ //କୁଆଡେ ଗଲେ ସେମାନେ: କେଉଁଠୁ ଓ କାହିଁକି ଆସିଲେ ଏମାନେ..”ଫସଲ ଜଗିବାକୁ ଥିବା ବାଡ ଆଜି ଫସଲ ଖାଉଛି”- ତୁଷାରକାନ୍ତ ଶତପଥି ଭୁବନେଶ୍ୱର

“କୁଆଡେ ଗଲେ ସେମାନେ: କେଉଁଠୁ ଓ କାହିଁକି ଆସିଲେ ଏମାନେ?” ୧୮୯୬ ମସିହାର ଆଜିର ଦିନରେ ( ୨୩.୧୧.୧୮୮୬) ଜାତୀୟ କବି ବୀର କିଶୋର ଦାସ ଓ ୧୯୦୧ ମସିହାର (୨୩.୧୧.୧୯୦୧) ପୂର୍ବତନ ମୂଖ୍ୟମନ୍ତ୍ରୀ ପୁଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ଜନ୍ମ ଗ୍ରହଣ…

Read More