ଯୁଦ୍ଧ୍ୟ ପରିସ୍ଥିତି // ଭାରତ ଉପରେ ସମସ୍ତଙ୍କ ନଜର ଚିନ୍ତା ବଢ଼େଇଲା ଯୁଦ୍ଧ୍ୟ ପରିସ୍ଥିତି.ରୁଷିଆ ବିରୋଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମେରିକା 398 କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା.
ୱାଶିଂଟନ୍ | ରୁଷିଆ ବିରୋଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମେରିକା ବୁଧବାର 398 କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତ, ରୁଷିଆ ଚୀନ୍, ହଂକଂ, ୟୁଏଇ, ତୁର୍କୀ, ଥାଇଲ୍ୟାଣ୍ଡ, ମାଲେସିଆ, ସ୍ୱିଜରଲ୍ୟାଣ୍ଡ ସମେତ ଏକ ଡଜନରୁ ଅଧିକ ଦେଶରୁ…