ଭକ୍ତି ଅର୍ଘ୍ୟ //ଏ ଦେହେ ଶୁଣ ନରରାଣ। କେ ଶୁଝିପାରେ ପିତୃଋଣ। ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ।ଇନ୍ଦ୍ରିୟ ନ ପାରିଲା ଜିଣି। ବିଷୟଭୋଗ ମନେ ଗୁଣି। ସୁଜନଜନେ ଏହା ଶୁଣି। ତରିବ ଭବ ତରଙ୍ଗିଣୀ. ଜୟ ଶ୍ରୀକୃଷ୍ଣ
ଓଁ ନମୋ ଭଗବତେ ବାସୁଦେବାୟ ଏ ଦେହେ ଶୁଣ ନରରାଣ। କେ ଶୁଝିପାରେ ପିତୃଋଣ। ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ। ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ। ମଧ୍ୟମ ପୁତ୍ର ସେ ବୋଲାଇ। ଶ୍ରଦ୍ଧା ବିହୀନେ ଯେହୁ…