କିଛି ଛାଡିଗଲ କି ପଛରେ//ଯାହା ପାଇଁ ଖଟି ରୋଜଗାର କରେ ରହିଗଲା କି ସେ ପଛରେ. ଡାକରା ଆସିଲେ ଯିବାକୁ ପଡିବ କିଛି ନେବନାହିଁ ସାଙ୍ଗରେ.ଏବେବି ସମୟ ରହିଛି ହାତରେ ବାନ୍ଧ ସ୍ନେହ ପ୍ରେମ ରଜ୍ଜରେ.-ପରଂବ୍ରହ୍ମ ଙ୍କ କଲମରୁ…
କିଛି ଛାଡିଗଲ କି ପଛରେ *_ସ୍ତ୍ରୀ_* ଆୟା ପାଖେ ଛାଡ଼ି କଅଁଳା ଶିଶୁକୁଅଫିସକୁ ଯେବେ ବାହାରେ,ପଚାରଇ 'ଆୟା' ସବୁ ନେଇଛ ତଛାଡିନାହଁ କିଛି ପଛରେ ? ଯାହା ପାଇଁ ଖଟି ରୋଜଗାର କରେତାକୁ ତ ଛାଡିଲି ପଛରେ,ଚାବି,ପର୍ସ ଆଉ ମୋବାଇଲ-ଫୋନଏ ସବୁକୁ…