ମୋତେ ଜଲଦି ବୋହୁ କରି ଘରକୁ ନେଇଜା..ଏମ୍ସ କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା ଅଭିଯୋଗ ।
ପ୍ରେମ, ସମ୍ପର୍କ ଆଉ ଧୋକା….ଏମ୍ସ କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା ଅଭିଯୋଗ ।ଭୁବନେଶ୍ୱର ଏମ୍ସ ହସ୍ପିଟାଲର କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗ। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ରକ୍ତ କର୍କଟ ହେବା ଯୋଗୁଁ ହସ୍ପିଟାଲରେ…