ଯାହା ଆଖିରେ ନିଦ ଥାଏ ତାହା ପାଖରେ ଭଲ ବିଛଣା ଟିଏ ନ ଥାଏ l ଆଉ ଯାହା ପାଖରେ ଭଲ ବିଛଣା ଟିଏ ଥାଏ, ତାହା ପାଖରେ ନିଦ ନ ଥାଏ.
ଆଜିର ଦୁନିଆରେ ତୁମେ ଯାହାକୁ ଯେତିକି ଭଲ ପାଇବା ଦେବ,ସେ ତୁମକୁ ଠିକ୍ ସେତିକି ତଣ୍ଟିଆ ମାରିବ ଓ ଭାଉ ଖାଇବା। ନିଜ ସ୍ବପ୍ନକୁ ସାକାର କରିବାକୁ ହେଲେ ଖାଲି ସ୍ବପ୍ନ ଦେଖିଲେ ହେବନାହିଁ,ସ୍ବପ୍ନକୁ ସତ୍ୟରେ ପରିଣତ କରିବା ପାଇଁ,ପାଗଳ ହେବାକୁ…