୧୦୦ କିଲୋ ଚାଉଳ ବସ୍ତା ଯିଏ ଉଠାଇ ପାରେ ସେ କିଣି ପାରେ ନାହିଁ ଆଉ ଯିଏ କିଣି ପାରେ ସେ ନିଜେ ଉଠାଇ ପାରେ ନାହିଁ ।
ବୋହିଗଲା ପାଣି ଆଉ ଫେରିଗଲା ସମୟ ଏକା ପରି।ସମୟ ଚକ୍ରରେ ସମସ୍ତେ କ୍ରୀତଦାସ ।ଯେତେବେଳେ ସମୟ ଥାଏ ସେତେବେଳେ ଗ୍ୟାନ ନଥାଏ ଆଉ ଯେତେବେଳେ ଗ୍ୟାନ ଥାଏ ସେତେବେଳେ ସମୟ ନଥାଏ। ସବୁ ଜିନିଷର ମୂଲ୍ୟ ସମୟ ଆସିଲେ ହିଁ ଜଣା…