ରାହୁଲ ଗାନ୍ଧି-ଜେପି ନଡ୍ଡାଙ୍କ ଗସ୍ତ ନେଇ ବିଜେଡ଼ିର ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି.ଉଭୟ ଦଳର ନେତା ପ୍ରଚାରକୁ ଆସିବା ସ୍ବାଭାବିକ କଥା. ଓଡିଶାବାସୀ ଜାଣିଛନ୍ତି କିଏ ସାଥିରେ ଅଛି.

ରାହୁଲ ଗାନ୍ଧି-ଜେପି ନଡ୍ଡାଙ୍କ ଗସ୍ତ ନେଇ ବିଜେଡ଼ିର ପ୍ରତିକ୍ରିୟାପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି‘ଉଭୟ ଦଳର ନେତା ପ୍ରଚାରକୁ ଆସିବା ସ୍ବାଭାବିକ କଥା’ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପ୍ରଚାରର ପ୍ରଭାବ ନାହିଁ’ପ୍ରଭାବ ପଡ଼଼ୁନଥିବା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇଛି’!.ଓଡିଶା ଜନସାଧାରଣ…

Read More

ନିର୍ବାଚନ ଆସିଲେ ସବୁ ଦଳର ମନେପଡେ ମହାନଦୀ.ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; ‘ମହାନଦୀ ଆଖିରେ ଲୁହ’

ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; 'ମହାନଦୀ ଆଖିରେ ଲୁହ' ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା ସମ୍ବଲପୁରରେ ମହାନଦୀକୁ ନେଇ ପୁଣି ଚଳଚଞ୍ଚଳ ରାଜନୀତି। ବିଜେପି ଓ ବିଜେଡି ମୁହାଁମୁହିଁ । ମହାନଦୀ ଆଖିରେ ଲୁହ ଶୀର୍ଷକରେ ବିଜେପି ଏକ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡିକୁ…

Read More

ମହିଳାଙ୍କୁ ମାସକୁ ଦୁଇ ହଜାର ବର୍ଷକୁ ଏକ ଲକ୍ଷ୍ୟ ଟଙ୍କା ମିଳିବ. ମାତ୍ର ୨ ଜଣଙ୍କୁ ୧୬ ଲକ୍ଷ କୋଟି ଦେଇଛନ୍ତି ମୋଦି. ପାଞ୍ଚ ଶହ ଟଙ୍କାରେ ଗ୍ୟାସ ଓ ଦୁଇ ଶହ ୟୁନିଟ ବିଜୁଳି ମାଗେଣା ମିଳିବ. ରାହୁଲ ଗାନ୍ଧୀ.

ସାଲେପୁରରେ ପହଞ୍ଚିଲେ ରାହୁଲ ଗାନ୍ଧିଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାରସତ୍ୟଭାମାପୁରରୁ ଯାଇ ସାଲେପୁରରେ ପହଞ୍ଚିଲେ!.ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତିଅଳ୍ପ କିଛି ଲୋକ…

Read More

ଆଜି ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସ ଙ୍କ ଜୟନ୍ତୀ. ଶତାବ୍ଦୀ ର ଜଣେ ମହାନ ଓଡ଼ିଆ ଙ୍କ ଉପରେ କିଛି ଅଭୁଲା ସ୍ମୃତି.

ଶତାବ୍ଦୀର ସ୍ମୃତି. ଆଜି ମଧୁସୂଦନ ଦାସ ଙ୍କ ଜୟନ୍ତୀ ବାସ୍ତବତାକୁ ବର୍ଣ୍ଣନା କରିବାରେ ଯେତେବେଳେ ଯୁଗ ବିଫଳ ହୁଏ ତାହା ଏକ ଅଲୌକିକତା ମଧ୍ୟରେ ବିଶ୍ବାସ ଓ ଅବିଶ୍ବାସର କାହାଣୀ ହୋଇ ରହିଯାଏ। ଯେପରି ପୁରାଣ ବର୍ଣ୍ଣିତ କୌଣସି ଅବତାରଙ୍କର କାର୍ଯ୍ୟକଳାପକୁ…

Read More

ବର୍ଷା ପ୍ରିୟଦର୍ଶିନୀ ଖୋଲିଲେ ବଡ଼ଚଣାରେ ନୂତନ ଅଫିସ.ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ. ଦର୍ଶନ ସମୀକ୍ଷା :

ବର୍ଷା ଖୋଲିଲେ ବଡ଼ଚଣାରେ ନୂତନ ଅଫିସବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ. ଦର୍ଶନ ସମୀକ୍ଷା : ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବର୍ଷା ପ୍ରିୟଦର୍ଶିନୀ ଶନିବାର ନିଜର କାର୍ଯ୍ୟାଳୟ ଖୋଲିଛନ୍ତି। ସେ ଆଜି ଠାରୁ ବଡ଼ଚଣାରେ ସବୁବେଳେ ସମୟଦେବେ…

Read More

रिश्तो से ” अपेक्षा ” रखता… ” स्वार्थ ” नहीं है मगर अपेक्षा के लिए रिश्ते रखना , ये स्वार्थ है…

यह विश्व एक बहुत बड़ा रंग मंच है। अपने आप को सदैव विश्व मंच पर देखें तो आपका प्रत्येक कार्य विशेष हो जाएगा। आज से हम इस विश्व मंच पर…

Read More

ବନ୍ଦ ହେଇଯିବ ହ୍ୱାଟ୍ସଅପ ହ୍ୱାଟସଅପର ଧମକ , ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ

ହ୍ୱାଟସଅପର ଧମକ , ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ , ସେପଟେ ଏନକ୍ରିପସନ ହଟାଇବାକୁ ଚାଲିଛି କୋର୍ଟରେ ମାମଲା!.ଦେଶର କୋଟି କୋଟି ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏଇଟା ଗୋଟିଏ ଖୁସି ଖବର ହୋଇନପାରେ। ଦେଶର ସୁରକ୍ଷା ପାଇଁ ବ୍ୟବହାରକାରୀଙ୍କ…

Read More

I always been among the people of the country. People always want me to be there. Robert vadra

Rishikesh, Uttarakhand: Congress leader Priynaka Gandhi Vadra's husband Robert Vadra, who had earlier expressed his desire to contest from the Amethi parliamentary seat, has said that the "entire country" wishes…

Read More

ଓଡିଶାରେ ସବୁବେଳେ ନବୀନବାବୁଙ୍କଇଞ୍ଜିନ ଚାଲିବ. ଇଞ୍ଜିନ ମଜଭୁତ ଅଛି.ଡବଲ ଇଞ୍ଜିନ ଦରକାର ନାହିଁ. ପାଣ୍ଡିଆନ

ଓଡିଶାରେସବୁବେଳେନବୀନବାବୁଙ୍କଇଞ୍ଜିନ_ଚାଲିବ!.ଓଡିଶାରେ ଡବଲ ଇଞ୍ଜିନ ନୁହେଁ ବରଂ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ୨୪ ବର୍ଷ ହେଲା ଓଡିଶାରେ ନବୀନ ବାବୁଙ୍କ ଇଞ୍ଜିନ ଚାଲିଛି ଆଗକୁ ବି ଚାଲିବ. ଆଜି ପର୍ଯ୍ୟନ୍ତ ଇଂଜିନ କିଛି ଖରାପ ହେଇନି ଆଗକୁ ବି ହେବନି.ଭିକେ…

Read More

ICICI बैंक के 17000 क्रेडिट कार्ड यूजर्स का डाटा लीक, बैंक की लापरवाही…

ICICI बैंक के 17000 क्रेडिट कार्ड यूजर्स का डाटा लीक, बैंक की लापरवाही… ICICI बैंक ने कहा कि हाल ही में जारी किए गए लगभग 17,000 क्रेडिट कार्ड का ब्योरा…

Read More