ଉତ୍କଳ ଦିବସର ଅନୁଚିନ୍ତା, ସୋତନ୍ତ୍ର ଓଡିଶା ଗଠନରେ ବିଜୁ ବାବୁ ଙ୍କ ଭୂମିକା, ଡ଼ଃ ସନ୍ତୋଷ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଉତ୍କଳ ଦିବସର ଅନୁଚିନ୍ତା ଆଜିର ଦିନରେ ୧୯୩୬ ମସିହାରେ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ଓଡ଼ିଶା ମାନ୍ୟତା ପାଇଥିଲା। ।ଏହା ଥିଲା ଓଡ଼ିଆ ଅସ୍ମିତାର ଦିବସ। କିନ୍ତୁ ଆଜି ବିଭିନ୍ନ କାରଣରୁ ଓଡ଼ିଶାର ଅସ୍ମିତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…