ବ୍ରେକ୍ ଅପ୍ ପରେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବ ନାହିଁ ଉସକାଇବା ପରି ମାମଲା। ପ୍ରେମିକଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ଜଣେ ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ,
ବ୍ରେକ୍ ଅପ୍ ପରେ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବନି ଉସୁକାଇବା ପରି ମାମଲା: ମୁମ୍ବାଇ କୋର୍ଟ ବ୍ରେକ୍ ଅପ୍ ପରେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା କଲେ ରୁଜୁ ହେବ ନାହିଁ ଉସକାଇବା ପରି ମାମଲା। ପ୍ରେମିକଙ୍କୁ ଆତ୍ମହତ୍ୟା…