ଡିଗ୍ରୀ, ସାର୍ଟିଫିକେଟ୍ରେ କେବଳ ବାପାଙ୍କ ନାଁ ନୁହେଁ, ମା’ଙ୍କ ନାଁ ମଧ୍ୟ ଜରୁରୀ: କୋର୍ଟ
ଡିଗ୍ରୀ, ସାର୍ଟିଫିକେଟ୍ରେ କେବଳ ବାପାଙ୍କ ନାଁ ନୁହେଁ, ମା'ଙ୍କ ନାଁ ମଧ୍ୟ ଜରୁରୀ: କୋର୍ଟ ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ…