ପୁଣି ଭୁବନେଶ୍ୱର ଆଉ ଏକ ବଡ଼ ଠକେଇ,, ଆଦିତ୍ୟ ବିରଲ୍ଲା ନାଁ ରେ ନେଇଗଲେ 400 କୋଟି,, ଲକ୍ଷ୍ୟ ଦେଲେ ମାସକୁ ସୁଧ ପାଞ୍ଚ ହଜାର ମିଳୁଥିଲା,, ପାଞ୍ଚ ଦିନ ହେବ ମାଲିକର ଦେଖ ନାହିଁ,, ଅଭିଯୋଗ କରିବାକୁ EOW ଅଫିସରେ ଭିଡ଼,,,
ପୁଣି ଆଉ ଏକ ବଡ଼ ଠକେଇ ରେ ପଡିଲେଣି ସହସହ ଲୋକ, ଶେଷରେ EOW ଦ୍ୱାରସ୍ତ ହେବାକୁ ପଡିଲା ପ୍ଲଟ ନ 576/3398 ନୀଳକଣ୍ଠ ନଗର ନୂଆପାଲି ଭୁବନେଶ୍ୱର ରେ ଆରମ୍ଭ ହେଇଥିଲା ଆଦିତ୍ୟ ବିର୍ଲା ନାଁ ରେ ଅର୍ଥ ଲେନଦେନ…