ନିର୍ବାଚନ ଜିତି ବିଧାୟକ ହେଲେ ଅର୍ଥ ଅଭାବରୁ 300 କିଲୋମିଟର ମଟର ସାଇକେଲ ରେ ରାଜଧାନୀ ଭୋପାଳ ଗଲେ ବିଧାନସଭା ପ୍ରକ୍ରିୟା ଜାଣିବାକୁ, ସାଙ୍ଗରେ ନେଲେ ନିଜ ଶଳାକୁ କେତେବେଳେ ନିଜେ ଚଳେଇଲେ 100 କିଲୋମିଟର ତ କେତେବେଳେ ଶଳା 120,, ଜାଣନ୍ତୁ ମଧ୍ୟପ୍ରଦେଶ ର ନୂଆ ବିଧାୟକଙ୍କ ବିଷୟରେ
ଆଜିକାଲି ଅଧିକାଂଶ ରାଜନୀତି ଲୋକମାନଙ୍କ ଚାରିଚକିଆ ଥିବା ଦେଖଯାଉଛି,, ସେ ଜଣେ କର୍ପୋରେଟର ହୁଅନ୍ତୁ ବା ସରପଞ୍ଚ ନିଶ୍ଚିତ କାର ଚଢ଼ୁଥିବା ନଜର ରେ ପଡେ,, ଆଜି କିନ୍ତୁ ଏମିତି ଏକ ରାଜନୀତି ଙ୍କ ବ୍ୟକ୍ତି ଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ…