ରାଷ୍ଟ୍ରପତିପଦବଜାୟରଖିଲେଜିନ୍‌ପିଙ୍ଗ

-ପୁଣି ଚୀନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜିନ୍‌ପିଙ୍ଗ -ନିର୍ଦ୍ବନ୍ଦ୍ବରେ ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନା ରାଷ୍ଟ୍ରପତି ଭାବେ ନିର୍ବାଚିତ -ତୃତୀୟଥର ପାଇଁ ରାଷ୍ଟ୍ରପତି ପଦ ବଜାୟ ରଖିଲେ ଜିନ୍‌ପିଙ୍ଗ -ସେଣ୍ଟ୍ରାଲ ମିଲିଟାରୀ କମିଶନ ଚେୟାରମ୍ୟାନ ଭାବେ ମଧ୍ୟ ନିର୍ବାଚିତ

Read More

ଆଜିଠୁମାଟ୍ରିକପରୀକ୍ଷା

  ଆଜିଠୁ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା । ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫,୪୧,୨୪୭ ପରୀକ୍ଷାର୍ଥୀ । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ।

Read More

ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଭୂକମ୍ପ ଯୋଗୁ…

Read More

ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା United States International Visitor Leadership programme (IVLP) ରେ ଭବାନୀ ଯୋଗ ଦେବେ।

ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ , (Deputy General Manager (News) and Bureau Chief of the Sambad) , ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ।…

Read More

ସକାଳେ ହୋଲି ମିଳନ ।ସନ୍ଧ୍ୟାରେ ବିଶ୍ଵ ମହିଳା ଦିବସ ପାଳନ ।ଭାବିଲି ବ୍ୟଙ୍ଗ ଢଙ୍ଗରେ ଦି ପଦ ଗାରେଇ ଦେବି ।

ମାର୍ଚ୍ଚ ୮ ... ସକାଳେ ହୋଲି ମିଳନ ।ସନ୍ଧ୍ୟାରେ ବିଶ୍ଵ ମହିଳା ଦିବସ ପାଳନ ।ଭାବିଲି ବ୍ୟଙ୍ଗ ଢଙ୍ଗରେ ଦି ପଦ ଗାରେଇ ଦେବି । ବିଶ୍ଵ ମହିଳା ଦିବସରେ ସମଗ୍ର ନାରୀ ସମାଜକୁ କୋଟି କୋଟି ପ୍ରଣାମ ।କଥାରେ ଅଛି…

Read More

ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ବିଶାଳ ସଫେଇ କାର୍ଯ୍ୟକ୍ରମ।

ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ବିଶାଳ ସଫେଇ କାର୍ଯ୍ୟକ୍ରମ। ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଦୋଳ ବିମାନ ଯାତ୍ରାରେ ଦୋଳ ମୁଣ୍ଡାଇ ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇ ବାସ୍ତରୀ…

Read More

ଏବେ କ୍ରିପ୍ଟୋକରେନ୍ସୀ ଉପରେ ବି ଲାଗୁ ହେବ ଭାରତର ମନି ଲଣ୍ଡ୍ରିଂ ଆଇନ୍‌।

ନୂଆଦିଲ୍ଳୀ, ୦୮/୦୩: ଏବେ କ୍ରିପ୍ଟୋକରେନ୍ସୀ ଉପରେ ବି ଲାଗୁ ହେବ ଭାରତର ମନି ଲଣ୍ଡ୍ରିଂ ଆଇନ୍‌। ଏନେଇ ବୁଧବାର ଭାରତ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଭର୍ଚୁଆଲ ଡିଜିଟାଲ ଏବଂ fiat କରେନ୍ସୀ (ବିଶ୍ବରେ ବ୍ୟବହୃତ…

Read More

ବଲିଉଡ୍ ଅଭିନେତାଙ୍କ ସହ ଚିଠି ଦିଆନିଆ : ୨୫ରୁ ଅଧିକ ନାମୀଦାମୀ ତାରକାଙ୍କ ଫଟୋ ଓ ଚିଠି ସାଇତିଛନ୍ତି ବିଜୟିନୀ

ବଲିଉଡ୍ ଅଭିନେତାଙ୍କ ସହ ଚିଠି ଦିଆନିଆ : ୨୫ରୁ ଅଧିକ ନାମୀଦାମୀ ତାରକାଙ୍କ ଫଟୋ ଓ ଚିଠି ସାଇତିଛନ୍ତି ବିଜୟିନୀ ଆଜିର ମୋବାଇଲ୍‌ ଏବଂ ଇଣ୍ଟର୍‌ନେଟ୍‌ ଯୁଗରେ ହାତଲେଖା ଚିଠି ଦୁଷ୍ପ୍ରାପ୍ୟ ହୋଇଗଲାଣି। ମନର ଭାବ, ବନ୍ଧୁତାର ଅନୁଭବ ଆଉ ବାର୍ତ୍ତା…

Read More